ସମୁଦ୍ରରେ ବୁଡ଼ି ଝାଡ଼ଖଣ୍ଡ ପର୍ଯ୍ୟଟକ ନିଖୋଜ

Ordigital Desk
  • Published: Tuesday, 31 October 2017
  • , Updated: 31 October 2017, 09:25 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ରାଞ୍ଚି ହତିଆର ଅଙ୍କିତ କୁମାର ଗୁପ୍ତା । ଅଙ୍କିତଙ୍କ ସହ ଅନ୍ୟ ୮ଜଣ ପୁରୀ ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଉଥିବା ବେଳେ ଅଙ୍କିତ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି। ଖବରପାଇ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଓ ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଜାରି ରଖିଛନ୍ତି।</p>

Related story