ଘାଟିରେ ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ଟ୍ରକ୍‌; ଦୁଇ ଆହତ

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟ ପଶ୍ଚିମବଙ୍ଗରର ମେଦନାପୁରର ବୋଲି ଜଣାପଡ଼ିଛି। ପୁଲିସ୍, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଥିଲା। ଟ୍ରକ୍ଟି ନାସିକ୍କୁ କୋଲକାତା ଯାଉଥିଲା।

truck

truck

Tapaswini Nayak
  • Published: Saturday, 15 September 2018
  • Updated: 15 September 2018, 04:40 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି।

ଉଭୟ ପଶ୍ଚିମବଙ୍ଗରର ମେଦନାପୁରର ବୋଲି ଜଣାପଡ଼ିଛି।

ପୁଲିସ୍, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଥିଲା।
ଟ୍ରକ୍ଟି ନାସିକ୍କୁ କୋଲକାତା ଯାଉଥିଲା।

https://youtu.be/lxGFq_H5SHA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story