ଆଜିଠୁ ଯୁକ୍ତ ୨ ଆଡମିସନ୍‌, ଜାଣନ୍ତୁ ଆବେଦନର ଶେଷ ତାରିଖ କେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ୨ ଆଡମିସନ ପ୍ରକ୍ରିୟା ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ www.samsodisha.gov.in ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି। ଅଫ୍‌ଲାଇନ୍ ଜରିଆରେ ଆବେଦନର ଶେଷ ତାରିଖ ଜୁନ୍ ୨୧ ରହିଛି। ଜୁନ୍ ୨୬ରେ ପ୍ରଥମ ମେରିଟ୍ ଲିଷ୍ଟ୍‌ ପ୍ରକାଶ ପାଇବ। ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ ଆଡମିସନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୮ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ୍‌। ଏହି […]

cc-1

cc-1

Tapas Behera
  • Published: Thursday, 06 June 2019
  • Updated: 06 June 2019, 06:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ୨ ଆଡମିସନ ପ୍ରକ୍ରିୟା ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ www.samsodisha.gov.in ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି। ଅଫ୍‌ଲାଇନ୍ ଜରିଆରେ ଆବେଦନର ଶେଷ ତାରିଖ ଜୁନ୍ ୨୧ ରହିଛି। ଜୁନ୍ ୨୬ରେ ପ୍ରଥମ ମେରିଟ୍ ଲିଷ୍ଟ୍‌ ପ୍ରକାଶ ପାଇବ। ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ ଆଡମିସନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୮ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ୍‌। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୯ରୁ ୧୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିବେ। ଜୁଲାଇ ୨୦ରୁ ୨୨ ମଧ୍ୟରେ ସ୍ପଟ୍ ଆଡମିସନ୍‌ କରାଯିବା ପରେ ଜୁଲାଇ ୨୪ରୁ କ୍ଲାସ୍‌ ଆରମ୍ଭ ହେବ।  ଏବର୍ଷ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। A1 ଗ୍ରେଡରେ ୧ ହଜାର ୧୮୧, A2ରେ ୯ହଜାର ୯୩୮ ଓ  B1ରେ ୨୪ ହଜାର ୯୯୧ ଉତ୍ତୀର୍ଣ୍ଣ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story