ଆଜିଠୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲ୍‌ ଅପ୍ ପ୍ରକ୍ରିୟା

Ordigital Desk
  • Published: Wednesday, 01 November 2017
  • , Updated: 01 November 2017, 11:18 AM IST
<p>କଟକ: ଆଜି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍ ଅପ୍ ପ୍ରକ୍ରିୟା। ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍&zwnj;ରେ କରାଯିବ ଫର୍ମ ଫିଲ୍ ଅପ୍। ମରୁଡ଼ିଗ୍ରସ୍ତ ଜିଲ୍ଲା ପାଇଁ ଫର୍ମ ଫିଲ୍&zwnj; ଅପ୍&zwnj; ଫି ଛାଡ଼ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।&nbsp; ତେବେ ରାଜ୍ୟରେ ଥିବା ମରୁଡ଼ିଗ୍ରସ୍ତ ୧୫ ଜିଲ୍ଲାକୁ ଛାଡ଼ି ଅନ୍ୟ ସ୍କୁଲରେ ଫର୍ମ ଫିଲ୍ ଅପ୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ମରୁଡ଼ିଗ୍ରସ୍ତ ଜିଲ୍ଲା ସ୍କୁଲରେ ଫର୍ମ ଫିଲ୍ଅପ୍ ତାଲିକା ପରେ ପ୍ରକାଶ ପାଇବ।</p>

Related story