ସୁନ୍ଦରୀଙ୍କ ଲୋଭରେ ଶିକାର ହୋଇଗଲେ ଯୁବକ, ଆକାଉଣ୍ଟ ସଫା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଅପରାଧୀଙ୍କୁ ସାବଧାନ । ମାତିଛନ୍ତି ଅଦୃଶ୍ୟ ମାୟାବିନୀ। ଆପଣଙ୍କ ମୋବାଇଲକୁ ଆସିପାରେ ସୁନ୍ଦରୀ ତରୁଣୀଙ୍କ ଫଟୋ। ଦେଖିବାକୁ ପୂରା ରମ୍ଭା, ଉର୍ବଶୀ ଓ ମେନକାଙ୍କ ଭଳି। ଆଉ ମାଳ ମାଳ ରୂପବତୀଙ୍କ ଫଟୋ ପଠାଇ ଆପଣଙ୍କୁ ଚିତା କାଟିପାରନ୍ତି। ଯାବତୀୟ ସେବା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଆପଣଙ୍କୁ ଲୁଟ୍‌ କରିପାରନ୍ତି। ଆଜ୍ଞା ହଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା। ଯୁବତୀ ଯୋଗାଇ ଦେବାକୁ କହି ଜଣେ ଯୁବକଙ୍କୁ […]

8nm

8nm

Tapas Behera
  • Published: Friday, 08 January 2021
  • Updated: 08 January 2021, 05:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଅପରାଧୀଙ୍କୁ ସାବଧାନ । ମାତିଛନ୍ତି ଅଦୃଶ୍ୟ ମାୟାବିନୀ। ଆପଣଙ୍କ ମୋବାଇଲକୁ ଆସିପାରେ ସୁନ୍ଦରୀ ତରୁଣୀଙ୍କ ଫଟୋ। ଦେଖିବାକୁ ପୂରା ରମ୍ଭା, ଉର୍ବଶୀ ଓ ମେନକାଙ୍କ ଭଳି। ଆଉ ମାଳ ମାଳ ରୂପବତୀଙ୍କ ଫଟୋ ପଠାଇ ଆପଣଙ୍କୁ ଚିତା କାଟିପାରନ୍ତି। ଯାବତୀୟ ସେବା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଆପଣଙ୍କୁ ଲୁଟ୍‌ କରିପାରନ୍ତି। ଆଜ୍ଞା ହଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା।

ଯୁବତୀ ଯୋଗାଇ ଦେବାକୁ କହି ଜଣେ ଯୁବକଙ୍କୁ ୯୪ ହଜାର ଟଙ୍କା ଠକିନେଲେ ସାଇବର ଫ୍ରଡ୍। ଏନେଇ ଯୁବକ ଜଣକ ଆଜି ଥାନାରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ କହିଛନ୍ତି ଯେ, ତାଙ୍କୁ ଇଣ୍ଡିଆ ଏସ୍କର୍ଟ ସର୍ଭିସ୍ ନାମକ ଏକ ସଂସ୍ଥାରୁ ଫୋନ୍‌ ଆସିଥିଲା।ସିଲିଗୁଡ଼ିରୁ ରହି ଆସିଥିବା ଏହି ଫୋନ୍‌ କଲରେ କୁହାଯାଇଥିଲା ଯେ, ଆପଣଙ୍କୁ ହାଇକ୍ଲାସ ଯୁବତୀ ଯୋଗାଇ ଦିଆଯିବ । ଏମାନେ ସବୁ ଆପଣ  ରହୁଥିବା ହୋଟେଲରେ ରହିବେ।

୧୮ରୁ ୫୦ ବର୍ଷ ମଧ୍ୟରେ ଯୁବତୀମାନେ ଆପଣଙ୍କୁ ସେବା ଯୋଗାଇ ଦେବେ। ହୋଟେଲ ସେବା ଠାରୁ ଆରମ୍ଭ କରି ଟୁର୍‌ କ୍ଲାସ୍‌ରେ ମଧ୍ୟ ପାର୍ଟନର ଭାବେ ସାଥ୍‌ ଦେବେ। ଆପଣ ଯୁଆଡ଼େ ଚାହିଁବେ ସାଙ୍ଗରେ ନେଇ ବୁଲିପାରିବେ। ଏଭଳି କିଛି ଲୋଭନୀୟ ଅଫର ଦେଖାଇ ତାଙ୍କ ହ୍ୱାଟସ୍‌ଆପ୍‌ ନମ୍ବରକୁ ଆସିଥିଲା କିଛି ସୁନ୍ଦରୀଙ୍କ ଫଟୋ। ତେବେ ସେବା ଯୋଗାଇ ଦେବାକୁ କହି ତାଙ୍କ ଆକାଉଣ୍ଟରୁ ୪-୫ଟି  ଫେଜ୍‌ରେ ମୋଟ ୯୪ ହଜାର ଟଙ୍କା କାଟି ନିଆଯାଇଛି।  ଡିଲ୍‌ ଅନୁସାରେ ସର୍ଭିସ ନମିଳିଥିବାରୁ ଯୁବକ ଜଣକ ଆଜି ଏୟାର ଫିଲଡ୍‌ ଥାନାରେ ମାମଲା କରିଛନ୍ତି। ସମ୍ପୃକ୍ତ ଯୁବକଙ୍କ ଅଭିଯୋଗକ୍ରମେ ଇଣ୍ଡିଆ ଏସ୍କର୍ଟ ସର୍ଭିସ୍ ନାଁରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story