ପିସିସିଏଫ୍‌ଙ୍କ ଅଜବ ଯୁକ୍ତି! ଶିମିଳିପାଳରେ ଜଳିଛି କେବଳ ଶୁଖିଲା ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ପର୍ଯ୍ୟନ୍ତ ନିଆଁ ଲିଭି ପାରିନି। ଏହି ନିଆଁରେ ବହୁ ଔଷଧୀୟ ଗୁଳ୍ମ ଲତା ପୋଡି ପାଉଁଶ ହୋଇ ଯାଇଛି। ହେଲେ ପିସିସିଏଫ୍‌ ଶଶି ପଲ୍‌ କହୁଛନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି। ଜନ୍ତୁ ଓ ମଣିଷ ଆହତ ହୋଇନାହାନ୍ତି, କେବଳ ଶୁଖିଲା ପତ୍ର ଓ ବୁଦା ଜଳିଛି ବୋଲି ଶ୍ରୀ ପଲ୍‌ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଶିମିଳିପାଳ ଜୈବମଣ୍ଡରେ ଥିବା […]

pccf

pccf

Manoranjan Sial
  • Published: Friday, 05 March 2021
  • Updated: 05 March 2021, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ପର୍ଯ୍ୟନ୍ତ ନିଆଁ ଲିଭି ପାରିନି। ଏହି ନିଆଁରେ ବହୁ ଔଷଧୀୟ ଗୁଳ୍ମ ଲତା ପୋଡି ପାଉଁଶ ହୋଇ ଯାଇଛି। ହେଲେ ପିସିସିଏଫ୍‌ ଶଶି ପଲ୍‌ କହୁଛନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି। ଜନ୍ତୁ ଓ ମଣିଷ ଆହତ ହୋଇନାହାନ୍ତି, କେବଳ ଶୁଖିଲା ପତ୍ର ଓ ବୁଦା ଜଳିଛି ବୋଲି ଶ୍ରୀ ପଲ୍‌ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଶିମିଳିପାଳ ଜୈବମଣ୍ଡରେ ଥିବା ଔଷଧୀୟ ଗୁଳ୍ମ ଓ ସରିସୃପମାନେ ସୁସ୍ଥରେ ଅଛନ୍ତି ତ?

ଶିମିଳିପାଳ ଅଭୟାରଣ୍ୟ ୧୦ ଦିନ ହେଲା ଜଳୁଛି। ଏନେଇ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ। ନିଆଁ ଜଳୁଥିବା ନେଇ ପ୍ରଥମେ ମୟୂରଭଞ୍ଜ ରାଜକୁମାର ଟ୍ୱିଟ୍‌ କରିଥିଲେ। ତା’ପରେ କେନ୍ଦ୍ରମନ୍ତ୍ରୀ ଓ ପିସିସି ସଭାପତି ଟ୍ୱିଟ୍‌ କରିଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ଥିଲା। ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫ୍‌ ଶଶି ପଲ୍‌ଙ୍କୁ ଶିମିଳିପାଳ ପଠାଇଥିଲେ ରାଜ୍ୟ ସରକାର।

ଶିମିଳିପାଳରୁ ଫେରି ପିସିସିଏଫ୍‌ ଶଶି ପଲ୍‌ କହିଲେ, ଶିମିଳିପାଳରେ ନିଆଁ ନିୟନ୍ତ୍ରଣରେ ଅଛି। ଜନ୍ତୁ ଓ ମଣିଷ ଆହତର ସୂଚନା ନାହିଁ। ଶୁଖିଲା ପତ୍ର ଓ ବୁଦା କେବଳ ଜଳିଛି। କୌଣସି ବଡ଼ ଗଛ ଜଳିନି। ଅଭୟାରଣ୍ୟର କୋର ଅଞ୍ଚଳରେ ନିଆଁ ଲାଗି ନାହିଁ। ଅଭୟାରଣ୍ୟର ସୀମାନ୍ତ ଅଞ୍ଚଳରେ ନିଆଁ ଲାଗିଛି। ଖରାଦିନେ ଏମିତି ହୁଏ। ବର୍ତ୍ତମାନ କେବଳ ଠାକୁରମୁଣ୍ଡା ଓ ପୋଡ଼ାଡିହା ଅଞ୍ଚଳରେ ନିଆଁ ଲାଗିଛି। ୨ ଦିନ କୋର୍‌ ଅଞ୍ଚଳ ବୁଲି ଆସିଛି। ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବି। ୧୦ ଦିନ ହେବ ନିଆଁ ଲାଗିଥିବା ଲୋକଙ୍କ ଧାରଣା ସଂପୂର୍ଣ୍ଣ ଭୁଲ୍‌ ବୋ ଶ୍ରୀ ପଲ୍‌ କହିଛନ୍ତି।

ସୂଚନାରୁ ପ୍ରକାଶ, ଶିମିଳିପାଳ ଜୈବମଣ୍ଡଳର ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି। ଅଭୟାରଣ୍ୟର ଉତ୍ତରରେ ଥିବା ବରେହିପାଣି, ତୁଳସୀବଣ, ଚଢେଇ ପାହାଡ଼, ଗୁଡୁଗୁଡ଼ଇା ଓ ନାଣା ଆଦି ସ୍ଥାନରେ ଜଳୁଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ସେପଟେ ଅନନ୍ତପୁର, ବାଲିନାଳ, ଖଣ୍ଡାଚିରା, ନଛିପୁରର ବନାଗ୍ନିକୁ ଲିଭାଇବାରେ ସଫଳ ହୋଇଛି ବନ ବିଭାଗ। ସେହିଭଳି ଅଭୟାରଣ୍ୟର କୋର୍ ଓ ବଫର ଏରିଆରେ ଲାଗିଥିବା ନିଆଁକୁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଟିମ୍। ନିଆଁକୁ ଆୟତ୍ତ ପାଇଁ ଶିମିଳାପାଳର ୨୦୯ଟି ବିଟ୍‌ରେ ଆଉ ୧୦୦ କର୍ମଚାରୀଙ୍କୁ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story