ସରକାରଙ୍କ ନିଷ୍ପତ୍ତିକୁ ଫୁ; ପିପିଲି ଟୋଲ୍ ଗେଟ୍‌ରୁ ଆଦାୟ ହେଉଛି ଫି’

ପିପିଲି(ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀକୁ ଯିବାକୁ ଥିବା କୌଣସି ଗାଡ଼ିରୁ ପିପିଲି ଟୋଲ୍‌ ଗେଟ୍‌ରେ ଫି’ ଆଦାୟ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଆଜି ପିପିଲି ଟୋଲ୍ ଗେଟ୍‌ରୁ ଫି’ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀ ଯାଉଥିବା ଭକ୍ତମାନେ ଗେଟ୍‌ରେ ଫି’ ଦେଉଥିବା ଦେଖିବାକୁ ମିଳିଛି। ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିବା ଜଣେ ଭକ୍ତ ଉଦିତ କୁମାର ଦିଗଲ କହିଛନ୍ତି,“ଆମେ କନ୍ଧମାଳରୁ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା […]

ttttttppppppppppppp

ttttttppppppppppppp

Jitendra Garnayak
  • Published: Thursday, 04 July 2019
  • Updated: 04 July 2019, 12:59 PM IST

Sports

Latest News

ପିପିଲି(ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀକୁ ଯିବାକୁ ଥିବା କୌଣସି ଗାଡ଼ିରୁ ପିପିଲି ଟୋଲ୍‌ ଗେଟ୍‌ରେ ଫି’ ଆଦାୟ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଆଜି ପିପିଲି ଟୋଲ୍ ଗେଟ୍‌ରୁ ଫି’ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀ ଯାଉଥିବା ଭକ୍ତମାନେ ଗେଟ୍‌ରେ ଫି’ ଦେଉଥିବା ଦେଖିବାକୁ ମିଳିଛି।

ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିବା ଜଣେ ଭକ୍ତ ଉଦିତ କୁମାର ଦିଗଲ କହିଛନ୍ତି,“ଆମେ କନ୍ଧମାଳରୁ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଯାଉଛୁ। ପିପିଲି ଟୋଲ ଗେଟ୍‌ରେ ଆମ ପାଖରୁ ଫି ବାବଦକୁ ୪୫ ଟଙ୍କା ନେଇଛନ୍ତି। ସରକାର ଏନେଇ ବୁଝିବା ଦରକାର।”

ସୂଚନାଯୋଗ୍ୟ, ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ଯିବାକୁ ଥିବା କୌଣସି ଗାଡ଼ିରୁ ଟୋଲ୍ ଗେଟ୍ ଫି’ ନିଆଯିବ ନାହିଁ ‍ବୋଲି ରଥଯାତ୍ରା ସଂପର୍କିତ ଶେଷ ସମନ୍ୱୟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି, ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମା, ପୁରୀ ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story