ବନ୍ଦ ହେଲା OPD , OT

ମାଲକାନାଗିରି(ଜିତେନ୍ଦ୍ର ବେଉରା):  କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ OPD ଓ OTକୁ ବନ୍ଦ  କରି ଦିଆଯାଇଛି। ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କେବଳ ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍ ଆସିବାକୁ ଅନୁମତି ମିଳିଛି। ମାଲକାନଗିରିରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨  ଛୁଇଁଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ୫୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି।

corona-2.2

Niharika Rout
  • Published: Wednesday, 08 July 2020
  • , Updated: 08 July 2020, 09:46 AM IST

ମାଲକାନାଗିରି(ଜିତେନ୍ଦ୍ର ବେଉରା):  କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ OPD ଓ OTକୁ ବନ୍ଦ  କରି ଦିଆଯାଇଛି। ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କେବଳ ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍ ଆସିବାକୁ ଅନୁମତି ମିଳିଛି।

ମାଲକାନଗିରିରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨  ଛୁଇଁଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ୫୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି।

Related story