ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ୱର ଏମ୍ସର ବହିର୍ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ୱର ଏମ୍ସର ବହିର୍ବିଭାଗ। ନଭେମ୍ବର ୮ ଯାଏଁ ପ୍ରତି ବିଭାଗକୁ ଦୈନିକ ୩୦ ରୋଗୀଙ୍କୁ ଅନୁମତି ମିଳିବ। ନଭେମ୍ବର ୯ରୁ ସପ୍ତାହେ ପାଇଁ ରୋଗୀ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ। ଏହାପରେ ରୋଗୀ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପରେ ରୁଟିନ୍‌ ଚେକ୍‌ ଅପ୍‌ କରିପାରିବେ ରୋଗୀ। ମହାମାରୀ କରୋନାରେ ଏମ୍‌ସର ଡାକ୍ତର ଓ କର୍ମଚାରୀମାନେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଭୟଙ୍କର ହେଉଥିବା […]

AIIMS

AIIMS

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ୱର ଏମ୍ସର ବହିର୍ବିଭାଗ। ନଭେମ୍ବର ୮ ଯାଏଁ ପ୍ରତି ବିଭାଗକୁ ଦୈନିକ ୩୦ ରୋଗୀଙ୍କୁ ଅନୁମତି ମିଳିବ। ନଭେମ୍ବର ୯ରୁ ସପ୍ତାହେ ପାଇଁ ରୋଗୀ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ। ଏହାପରେ ରୋଗୀ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପରେ ରୁଟିନ୍‌ ଚେକ୍‌ ଅପ୍‌ କରିପାରିବେ ରୋଗୀ।

ମହାମାରୀ କରୋନାରେ ଏମ୍‌ସର ଡାକ୍ତର ଓ କର୍ମଚାରୀମାନେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଭୟଙ୍କର ହେଉଥିବା ଦେଖି ଜୁଲାଇ ୧୦ରୁ ଏମ୍ସ ଓପିଡି ବନ୍ଦ ଥିଲା। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନାନା ଅସୁବିଧାରେ ପଡ଼ୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story