ଖୋଲା ଆକାଶ ତଳେ ଅ, ଆ...

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗାଁ ଦାଣ୍ଡରେ ଖୋଲା ଆକାଶ ତଳେ ପଡ଼ିଛି ପାଲ। ଆଉ ସେଥିରେ ବସିଛନ୍ତି ଛୋଟ ଛୋଟ ପିଲା। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଜଣେ କଲେଜ ଛାତ୍ର ସିପୁନ୍‌ ପାତ୍ର। ଦୁଇ ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ଏହି ପାଠଶାଳାରେ ଏବେ ୭୦ରୁ ଅଧିକ ପିଲା ପଢ଼ୁଛନ୍ତି। ଗତ ତିନି ମାସ ଧରି ଏପରି ମୁକ୍ତାକାଶ ପାଠଶାଳା ଚାଲିଛି କେନ୍ଦୁଝର ସଦର ବ୍ଲକ ବରଦାପାଳ ପଞ୍ଚାୟତ ମାଝିସାହିର। ସିପୁନଙ୍କ ଏପରି ଉଦ୍ୟମକୁ […]

School

School

Manoranjan Sial
  • Published: Wednesday, 25 August 2021
  • Updated: 25 August 2021, 08:41 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗାଁ ଦାଣ୍ଡରେ ଖୋଲା ଆକାଶ ତଳେ ପଡ଼ିଛି ପାଲ। ଆଉ ସେଥିରେ ବସିଛନ୍ତି ଛୋଟ ଛୋଟ ପିଲା। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଜଣେ କଲେଜ ଛାତ୍ର ସିପୁନ୍‌ ପାତ୍ର। ଦୁଇ ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ଏହି ପାଠଶାଳାରେ ଏବେ ୭୦ରୁ ଅଧିକ ପିଲା ପଢ଼ୁଛନ୍ତି। ଗତ ତିନି ମାସ ଧରି ଏପରି ମୁକ୍ତାକାଶ ପାଠଶାଳା ଚାଲିଛି କେନ୍ଦୁଝର ସଦର ବ୍ଲକ ବରଦାପାଳ ପଞ୍ଚାୟତ ମାଝିସାହିର। ସିପୁନଙ୍କ ଏପରି ଉଦ୍ୟମକୁ ଗାଁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।

ବରଦାପାଳ ପଞ୍ଚାୟତ ମାଝିସାହିର ସିପୁନ ପାତ୍ର। + ୩ ବିଜ୍ଞାନ ପାସ୍‌ କରି ଘରେ ଥିଲେ। କରୋନା ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ପିଲାମାନେ ଘରେ ସବୁ ବେଳେ ଖେଳାବୁଲା କରୁଥିଲେ। ପାଠ ପଢ଼ୁନଥିଲେ। ଏହା ଦେଖି ଭାବପ୍ରବଣ ହୋଇପଡ଼ିଥିଲେ ସିପୁନ୍‌। ଆଉ ମନସ୍ଥ କଲେ ପିଲାଙ୍କୁ ପାଠ ପଢ଼ାଇବେ। ଆଉ ଭଲ ମଣିଷ କରି ଗଢ଼ିବେ।

[caption id="attachment_669947" align="aligncenter" width="650"]School ପିଲାମାନେ ବସି ପାଠ ପଢ଼ୁଛନ୍ତି[/caption]

ତିନି ମାସ ତଳେ ସିପୁନ ଦୁଇ ଜଣ ପିଲାଙ୍କୁ ନେଇ ପାଠ ପଢ଼ା ଆରମ୍ଭ କରିଥିଲେ। ଗାଁ ଦାଣ୍ଡରେ ମୁକ୍ତାକାଶ ତଳେ ପିଲାଙ୍କୁ ପାଠ ପଢ଼ାଇଲେ। ବର୍ତ୍ତମାନ ତାଙ୍କ ପାଖରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଟି ଶେସନରେ ୭୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରତିଦିନ ସକାଳେ ୩ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଲେଖାଏଁ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଥିପାଇଁ କାହାଠାରୁ ପଇସା ଟିଏ ନେଉନାହାନ୍ତି। ଅର୍ଥାତ ବିନା ଅର୍ଥରେ ପିଲାଙ୍କୁ ସେ ପାଠ ପଢ଼ାଉଛନ୍ତି। ଏହାଦ୍ୱାରା ତାଙ୍କର ଜ୍ଞାନ ବଢୁଥିବା ସେ କହିଛନ୍ତି। ଯଦି ଭାଙ୍ଗି ଯାଇଥିବା କ୍ଳବ୍‌ ଘରକୁ ପୁନରୁଦ୍ଧାର କରି ଦିଆଯାଏ, ତେବେ ସେ ସବୁ ପିଲାଙ୍କୁ ଭଲ ଭାବରେ ପାଠ ପଢ଼ାଇ ପାରିବେ ବୋଲି ସିପୁନ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ମାଝିସାହିରେ ପ୍ରାୟ ୧୦୦ ପରିବାର ବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିନମଜୁରିଆ। ଶିକ୍ଷା ପ୍ରତି ସେମାନେ ଏତେଟା ସଚେତନ ନଥିବାରୁ ପିଲାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେଉନାହାନ୍ତି। ହେଲେ ସିପୁନ ଆସି ଗାଁର ମୁରବିମାନଙ୍କୁ ଏକାଠି କରି ପିଲାଙ୍କୁ ପାଠ ପଢାଇବା ପାଇଁ କହିଥିଲେ। ଯାହାକୁ ଗାଁ ଲୋକ ପ୍ରଥମେ ବିଶ୍ଵାସ କରିନଥିଲେ। ହେଲେ ଗାଁର ଦୁଇ ଜଣ ପିଲାକୁ ନେଇ ସେ ପାଠ ପଢା ଆରମ୍ଭ କରିଥିଲେ। ଯାହାକୁ ଦେଖି ଧୀରେ ଧୀରେ ଅନ୍ୟ ଅନ୍ୟ ପିଲାମାନେ ଆସି ପାଠ ପଢିଲେ। ସିପୁନ ତିନିମାସ ହେଲା ପାଠ ପଢ଼ାଉଛନ୍ତି। ତାଙ୍କର ଏହି ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story