ଛାତ୍ର ସଂସଦ ଇଲେକ୍ସନ ବଦଳରେ ସିଲେକ୍ସନକୁ ବିରୋଧ

ବ୍ରହ୍ମପୁର ( ଅଶୋକ ବ୍ରହ୍ମା) : ଛାତ୍ର ସଂସଦ ନିର୍ବାଚନରେ ହେଉଥିବା ଗଣ୍ଡଗୋଳ ଓ ହିଂସାକୁ ଏଡ଼ାଇବା ଲାଗି ଚଳିତ ବର୍ଷ ରାଜ୍ୟ ସରକାର ନିର୍ବାଚନକୁ ବାତିଲ କରି ଦେଇଛନ୍ତି। କିନ୍ତୁ ଏହାଦ୍ୱାରା ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ଛାତ୍ରମାନେ ଏହାର ଦୃଢ ପ୍ରତିବାଦ ଜଣାଇଛନ୍ତି।    ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରଠୁ ବ୍ରହ୍ମପୁରର ଖଲ୍ଲିକୋଟ କଲେଜରେ ଛାତ୍ର  ଅଶାନ୍ତି ଦେଖାଦେଇଛି । ପ୍ରତିବାଦରେ କଲେଜ ଫାଟକରେ ତାଲା ପକାଇ ଧାରଣାରେ […]

berhampur-1.1

Niharika Rout
  • Published: Saturday, 24 August 2019
  • , Updated: 24 August 2019, 12:59 PM IST

ବ୍ରହ୍ମପୁର ( ଅଶୋକ ବ୍ରହ୍ମା) : ଛାତ୍ର ସଂସଦ ନିର୍ବାଚନରେ ହେଉଥିବା ଗଣ୍ଡଗୋଳ ଓ ହିଂସାକୁ ଏଡ଼ାଇବା ଲାଗି ଚଳିତ ବର୍ଷ ରାଜ୍ୟ ସରକାର ନିର୍ବାଚନକୁ ବାତିଲ କରି ଦେଇଛନ୍ତି। କିନ୍ତୁ ଏହାଦ୍ୱାରା ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ଛାତ୍ରମାନେ ଏହାର ଦୃଢ ପ୍ରତିବାଦ ଜଣାଇଛନ୍ତି।

   ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରଠୁ ବ୍ରହ୍ମପୁରର ଖଲ୍ଲିକୋଟ କଲେଜରେ ଛାତ୍ର  ଅଶାନ୍ତି ଦେଖାଦେଇଛି । ପ୍ରତିବାଦରେ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ସେହିପରି ଜଗତସିଂହପୁର ନାଉଗାଁର ଶ୍ରୀଜଗନ୍ନାଥ କଲେଜରେ ମଧ୍ୟ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ରାଜ୍ୟ ସରକାର ଏଥର ଛାତ୍ର ସଂସଦ ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related story