ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ବିରୋଧ, ମନ୍ତ୍ରୀଙ୍କୁ ତାଲା ପକାଇ ଦେଲେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭବାନୀପାଟଣା ଯାଇ କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ କାର୍ଡ ବଣ୍ଟନ କରିଥିବା ବେଳେ କର୍ଲାମୁଣ୍ଡା ଓ କେସିଙ୍ଗାରେ ଯଥାକ୍ରମେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ଅରୁଣ ସାହୁ କାର୍ଡ ବଣ୍ଟନ କରିଥିଲେ। କିନ୍ତୁ ସେମାନଙ୍କୁ ସେଠାରେ ବିରୋଧୀ ଦଳଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କର୍ଲାମୁଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉଭୟ […]

Protest

Protest

Jitendra Garnayak
  • Published: Monday, 08 November 2021
  • Updated: 08 November 2021, 02:23 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭବାନୀପାଟଣା ଯାଇ କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ କାର୍ଡ ବଣ୍ଟନ କରିଥିବା ବେଳେ କର୍ଲାମୁଣ୍ଡା ଓ କେସିଙ୍ଗାରେ ଯଥାକ୍ରମେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ଅରୁଣ ସାହୁ କାର୍ଡ ବଣ୍ଟନ କରିଥିଲେ। କିନ୍ତୁ ସେମାନଙ୍କୁ ସେଠାରେ ବିରୋଧୀ ଦଳଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

କର୍ଲାମୁଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉଭୟ ବିଜେପି ଓ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ବିରୋଧ ସତ୍ତ୍ୱେ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ କାର୍ଡ ବାଣ୍ଟିଥିଲେ। ଏହି ସମୟରେ ବିରୋଧୀ ଦଳର କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ।

ସେହିପରି କେସିଙ୍ଗାରେ ବିରୋଧର ଶିକାର ହୋଇଥିଲେ ମନ୍ତ୍ରୀ ଅରୁଣ ସାହୁ। ସେ କାର୍ଡ ବାଣ୍ଟୁଥିବା ବେଳେ ବିଜେପି କର୍ମୀମାନେ ସଭାସ୍ଥଳକୁ ଧଶେଇ ପଶିଯାଇଥିଲା। ଏହି ସମୟରେ ପୁଲିସ୍ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ୍ ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠାଇ ନେଇଥିଲେ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟର ପାଣିପାଗ ଉଷୁମ ଥିବା ବେଳେ ଆଜି ନବୀନ ପଟ୍ଟନାୟକ ସେଠାକୁ ଗସ୍ତ କରିଥିଲେ। ତା’ସହିତ ସେ ମଞ୍ଚରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବି ବସାଇଥିଲେ। ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ରହିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ଓ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବିରୋଧୀ ଏଦୃଶ୍ୟ ଦେଖିବା ପରେ ଆହୁରି ତାତି ଯାଇଛି। ମମିତା ମାମଲାରେ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିବା ବିଜେପି ଆସି ସମସ୍ତ ବ୍ଲକ୍‌ରେ ପ୍ରତିବାଦ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story