ନେତାଜୀ ସୁଭାଷ ବସ୍‌ ଟର୍ମିନାଲ ପାଇଁ ବାଟ ଫିଟିଲା

କଟକ(ଓଡ଼ିଶା ରିପୋର୍ଟର): ବିବାଦରେ ଛନ୍ଦି ହୋଇ ପଡ଼ିଥିଲା କଟକ ନେତାଜୀ ସୁଭାଷ ବସ୍‌ ଟର୍ମିନାଲ। ଏବେ ଟର୍ମିନାଲ ପାଇଁ ବାଟ ଫିଟୁଛି। ବସ୍ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ୨ଟି ଜନସ୍ୱାର୍ଥ ମାମଲା ଖାରଜ ହୋଇଯାଇଛି। ପ୍ରସ୍ତାବିତ ଅଞ୍ଚଳରେ ଥିବା ହାଇସ୍କୁଲ, ପାର୍କ ଓ ବିଶ୍ୱନାଥ ପାଠାଗାର ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଯେହେତୁ ବସ୍ ଟର୍ମିନାଲ ରାଜ୍ୟ ସରକାରଙ୍କ ନୀତିଗସ୍ତ ନିଷ୍ପତ୍ତି, ତେଣୁ […]

Orissa High Court

Orissa High Court

Manoranjan Sial
  • Published: Monday, 15 February 2021
  • Updated: 15 February 2021, 08:17 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବିବାଦରେ ଛନ୍ଦି ହୋଇ ପଡ଼ିଥିଲା କଟକ ନେତାଜୀ ସୁଭାଷ ବସ୍‌ ଟର୍ମିନାଲ। ଏବେ ଟର୍ମିନାଲ ପାଇଁ ବାଟ ଫିଟୁଛି। ବସ୍ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ୨ଟି ଜନସ୍ୱାର୍ଥ ମାମଲା ଖାରଜ ହୋଇଯାଇଛି। ପ୍ରସ୍ତାବିତ ଅଞ୍ଚଳରେ ଥିବା ହାଇସ୍କୁଲ, ପାର୍କ ଓ ବିଶ୍ୱନାଥ ପାଠାଗାର ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଯେହେତୁ ବସ୍ ଟର୍ମିନାଲ ରାଜ୍ୟ ସରକାରଙ୍କ ନୀତିଗସ୍ତ ନିଷ୍ପତ୍ତି, ତେଣୁ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହି ୨ ମାମଲାକୁ ଖାରଜ କରିଦେଇଛନ୍ତି କୋର୍ଟ।

ସେପଟେ ପ୍ରସ୍ତାବିତ ଅଞ୍ଚଳରେ ଥିବା ମାଆ ଶ୍ମଶାନ କାଳୀ ମନ୍ଦିର ଟ୍ରଷ୍ଟ ଦାୟର କରିଥିବା ଜନସ୍ୱାର୍ଥ ମାମଲା ଓ ଅନ୍ୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଏକା ସାଙ୍ଗରେ ହୋଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମାଆଙ୍କ ବିଜେସ୍ଥଳୀକୁ ଭାଙ୍ଗିବାର କୌଣସି ଯୋଜନା ନାହିଁ। ମନ୍ଦିରର ମାଲିକାନାରେ ଥିବା ଅବ୍ୟବହୃତ ସ୍ଥାନକୁ ବସ୍‌ ଟର୍ମିନାଲରେ ମିଶାଇ ଦେବାର ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ତେଣୁ ମାଆଙ୍କ ବିଜେସ୍ଥଳୀ ଉପରେ କୋର୍ଟ ଆଗରୁ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଗରୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା କାଏମ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ ତାରିଖରେ ହେବ। ଅନ୍ୟ ସଂପତ୍ତି ଉପରେ ଆଗରୁ ଜାରି କରାଯାଇଥିବା ସ୍ଥିତାବସ୍ଥାକୁ ହଟାଇ ଦେଇଛନ୍ତି ହାଇକୋର୍ଟ।

ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ସୁଭାଷ ବସ୍‌ ଟର୍ମିନାଲକୁ ଶିଳାନ୍ୟାସ କରିଥିଲେ। ଏହାକୁ ନେଇ ବିଜେଡି ଭିତରେ ମତ ପାର୍ଥକ୍ୟ ଦେଖାଇଥିଲା। ବସ୍‌ଷ୍ଟାଣ୍ଡ ସମ୍ପର୍କରେ କଟକ ସାଂସଦଙ୍କୁ ପଚରା ଯାଇନଥିଲା। ଯାହାକୁ ନେଇ ସାଂସଦ ଓ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story