ଫର୍ମକୁ ଫେରିବେ ସାରଥି : ଜମିବ ଭକ୍ତଙ୍କ ଆସର, ଶୁଭିବ ‘ମାନ୍ୟବର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ବର୍ଷ ପରେ ଫର୍ମକୁ ଫେରିବେ ବିବାଦୀୟ ବାବା ସାରଥି । ପୁଣି ଜମିବ ଆସର। ଆସିବେ ଭକ୍ତ। ‘ଶୁଭିବ ମାନ୍ୟବର’। ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ। ସାରଥିଙ୍କୁ ପ୍ରବଚନ ପାଇଁ  ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥି। ତେବେ […]

Sarathi

Sarathi

Tapas Behera
  • Published: Tuesday, 16 February 2021
  • Updated: 16 February 2021, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ବର୍ଷ ପରେ ଫର୍ମକୁ ଫେରିବେ ବିବାଦୀୟ ବାବା ସାରଥି । ପୁଣି ଜମିବ ଆସର। ଆସିବେ ଭକ୍ତ। ‘ଶୁଭିବ ମାନ୍ୟବର’। ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ। ସାରଥିଙ୍କୁ ପ୍ରବଚନ ପାଇଁ  ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥି। ତେବେ ସେ କେଉଁଠି ପ୍ରବଚନ ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

ସାରଥି ତାଙ୍କ ଅପିଲରେ କହିଥିଲେ ଯେ, କେନ୍ଦ୍ରାପଡ଼ା ବାରିମୂଳ ଛାଡ଼ି ରାଜ୍ୟରେ ଯେ କୌଣସି ସ୍ଥାନରେ ପ୍ରବଚନ ପାଇଁ ଅନୁମତି ଦିଆଯାଉ। ତେବେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଏବେ ବି ୧୪୪ ଧାରା ଜାରି ରହିଛି। ତେବେ ଆଜି ଉକ୍ତ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରି ଜିଲ୍ଲା ପୁଲିସ ଆଇନ ଶୃଙ୍ଖଳା ଉପରେ ନଜର ରଖାଯାଇଛି।

ଏଠାରେ ସୂଚନା ଦିଆଯାଇ ପାରେ ଯେ, ସାରଥି ବାବା ଜଣେ ଝିଅଙ୍କ ସହ ହାଇଦ୍ରାବାଦସ୍ଥିତ ଗୋଲକୁଣ୍ଡା ହୋଟେଲରେ ଥିବା ସଂପର୍କିତ ଫଟୋ ପ୍ରସାରିତ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଅଗଷ୍ଟ ୭ ତାରିଖ ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କ ଆଶ୍ରମରେ ଚଢାଉ ବେଳେ କୋଟି କୋଟି ଟଙ୍କା ଓ ଧନସଂପତ୍ତି ଜବତ କରାଯାଇଥିଲା।

ତେବେ ଏକାଧିକି ମାମଲାରେ ଛନ୍ଦି ହୋଇଥିବା ପର୍ଯ୍ୟାୟକ୍ରମେ ତାଙ୍କୁ ଜାମିନ ମିଲିଥିଲା। ପ୍ରଥମେ ୨୦୧୭ ଏବଂ ପରେ ୨୦୧୯ରେ ସାରଥୀଙ୍କୁ ଜାମିନ ମିଳିଥିଲା।  ସାରଥି ଜେଲରୁ ବାହାରି ଶୋଭାଯାତ୍ରା କରିପାରିବେନି କି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି ବୋଲି ସର୍ତ୍ତ ରଖିଥିଲେ କୋର୍ଟ। ସେହିପରି ସେ ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ୨୦୧୭, ଅଗଷ୍ଟ ୪ରେ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story