ହାଇକୋର୍ଟଙ୍କ ରାୟ: ମା’ ବିରଜାଙ୍କର ହେବ ରଥଯାତ୍ରା

ଯାଜପୁର(ଗୁଲାମ ଗସ):ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରାକୁ ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ୱାର୍ଥ୍ୟ ମାମଲାର ଆଜି ଶୁଣାଣି ହୋଇଛି। କୋଭିଡ ଗାଇଲ ନାଇନ ପାଳନ କରି ରଥଯାତ୍ରା କରିବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। କୋର୍ଟଙ୍କ ନିଦ୍ଦେର୍ଶ କ୍ରମେ କୋଭିଡ୍ କଟକଣା ପାଳନ କରାଯାଇ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ହଇକୋର୍ଟଙ୍କ ଏହି  ନିଷ୍ପତିକୁ ସବୁବର୍ଗର ଲୋକେ ଓ ମନ୍ଦିର ସେବାୟତମାନେ ସ୍ୱାଗତ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ଦୁର୍ଗାପୂଜା […]

tbmn

tbmn

Tapas Behera
  • Published: Thursday, 08 October 2020
  • Updated: 08 October 2020, 04:01 PM IST

Sports

Latest News

ଯାଜପୁର(ଗୁଲାମ ଗସ):ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରାକୁ ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ୱାର୍ଥ୍ୟ ମାମଲାର ଆଜି ଶୁଣାଣି ହୋଇଛି। କୋଭିଡ ଗାଇଲ ନାଇନ ପାଳନ କରି ରଥଯାତ୍ରା କରିବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। କୋର୍ଟଙ୍କ ନିଦ୍ଦେର୍ଶ କ୍ରମେ କୋଭିଡ୍ କଟକଣା ପାଳନ କରାଯାଇ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ହଇକୋର୍ଟଙ୍କ ଏହି  ନିଷ୍ପତିକୁ ସବୁବର୍ଗର ଲୋକେ ଓ ମନ୍ଦିର ସେବାୟତମାନେ ସ୍ୱାଗତ ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ ଦୁର୍ଗାପୂଜା ଅବସରରେ ମାବିରଜାଙ୍କ ପୀଠରେ ନବଦିନ ବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତଥର କୋଭିଡ ପାଇଁ ରଥଯାତ୍ରା ବନ୍ଦ ରହିବା ଆଶଙ୍କା କରି ବିରଜା ମନ୍ଦିର ସେବାୟତ ଓ ବହୁ ଅନୁଷ୍ଠାନ ପକ୍ଷରୁ  ହାଇକୋର୍ଟରେ ଜାନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ସତ୍ୟଯୁଗରୁ ଚଳି ଆସୁଥିବା ପରମ୍ପରା ରକ୍ଷା କରିବା ପାଇଁ ଆବେଦନରେ ଉଲ୍ଲେଖ ରହିଥିଲା ।  ହାଇକୋର୍ଟଙ୍କ ରାୟ ପରେ ମା ବିରଜାଙ୍କ ରଥଯାତ୍ରା ହେବାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story