ରାଜ୍ୟ ସରକାରଙ୍କ ଉପରେ ଖପ୍ପା ହେଲେ ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): କୋଭିଡ୍‌ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ତଥ୍ୟକୁ ନେଇ ଓଡିଶ ହାଇକୋର୍ଟ ଖପ୍ପା ହୋଇଛନ୍ତି। ସରକାରୀ ତଥ୍ୟରେ ତାଳମେଳ ରହୁନାହିଁ ବୋଲି କୋର୍ଟ ଅନୁଭବ କରିବା ସହ ସାନି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ପୂର୍ବରୁ ଜୁଲାଇ ୨୮ ତାରିଖରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ମଧ୍ୟ ଆସନ୍ତୋଶ ପ୍ରକାଶ କରିଥିଲେ ହାଇକୋର୍ଟ।  ବିସ୍ତୃତ ଭାବରେ ଜିଲ୍ଲାୱାରୀ ତଥ୍ୟ ଦେବାକୁ କହିଥିଲେ। ସେପଟେ ଅଗଷ୍ଟ ୩୧ ତାରିଖ ସୁଦ୍ଧା […]

Orissa High Court

Orissa High Court

Manoranjan Sial
  • Published: Tuesday, 07 September 2021
  • Updated: 07 September 2021, 05:21 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କୋଭିଡ୍‌ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ତଥ୍ୟକୁ ନେଇ ଓଡିଶ ହାଇକୋର୍ଟ ଖପ୍ପା ହୋଇଛନ୍ତି। ସରକାରୀ ତଥ୍ୟରେ ତାଳମେଳ ରହୁନାହିଁ ବୋଲି କୋର୍ଟ ଅନୁଭବ କରିବା ସହ ସାନି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ପୂର୍ବରୁ ଜୁଲାଇ ୨୮ ତାରିଖରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ମଧ୍ୟ ଆସନ୍ତୋଶ ପ୍ରକାଶ କରିଥିଲେ ହାଇକୋର୍ଟ।  ବିସ୍ତୃତ ଭାବରେ ଜିଲ୍ଲାୱାରୀ ତଥ୍ୟ ଦେବାକୁ କହିଥିଲେ।

ସେପଟେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଭିନ୍ନକ୍ଷମ ଓ ବୟସ୍କଙ୍କୁ ଘର ନିକଟରେ ଟିକାକରଣ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କରିଥିଲେ। ଏହା ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ସେଥିରେ ସବିଶେଷ ତଥ୍ୟ ନଥିବାରୁ କୋର୍ଟ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଆଉ ଥରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ସେହିପରି ରାଜ୍ୟରେ କେତେ ଜରାଶ୍ରମ ରହିଛି ଓ ସେଥିରେ କେତେ ଅନ୍ତେବାସୀ ରହୁଛନ୍ତି? ସେମାନଙ୍କ ଟିକା କରଣ ପାଇଁ କଣ ପଦେକ୍ଷପ ଗ୍ରହଣ କରାଯାଇଛି? ତାହା ମଧ୍ୟ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଆସନ୍ତା ୭ ତାରିଖ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀ ଆଇନ୍‌ଜୀବୀ ସୋହନ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story