ସ୍ୟାଟ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ, ଆସନ୍ତାକାଲି ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ)କୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସ୍ୟାଟ୍‌ ବାର ଆସୋସିଏସନ ପକ୍ଷରୁ ଏହି ମାମଲା କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ସ୍ୟାଟ୍‌ ଉଚ୍ଛେଦ ପାଇଁ ଗତକାଲି କେନ୍ଦ୍ର ସରକାର ଗେଜେଟ୍‌ ନୋଟିଫିକେସନ ଜାରି କରିଥିଲେ। ନୂଆ ବିଜ୍ଞପ୍ତିରେ ୧୯୮୬ ଜୁଲାଇ ୪ ତାରିଖରେ ଓଡ଼ିଶା […]

highcourt

highcourt

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 03:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ)କୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସ୍ୟାଟ୍‌ ବାର ଆସୋସିଏସନ ପକ୍ଷରୁ ଏହି ମାମଲା କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ସ୍ୟାଟ୍‌ ଉଚ୍ଛେଦ ପାଇଁ ଗତକାଲି କେନ୍ଦ୍ର ସରକାର ଗେଜେଟ୍‌ ନୋଟିଫିକେସନ ଜାରି କରିଥିଲେ। ନୂଆ ବିଜ୍ଞପ୍ତିରେ ୧୯୮୬ ଜୁଲାଇ ୪ ତାରିଖରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ତା'କୁ ରଦ୍ଦ କରିଦିଆଯାଇଛି।

ସ୍ୟାଟ ଉଚ୍ଛେଦ ଲାଗି ରାଜ୍ୟ କ୍ୟାବିନେଟ ୨୦୧୫ରେ ନିଷ୍ପତ୍ତି ନେବା ସହ କେନ୍ଦ୍ରକୁ ଅବଗତ କରାଇଥିଲେ। ହେଲେ ଏଥିପାଇଁ ହାଇକୋର୍ଟଙ୍କ ଅନୁମୋଦନ ଦରକାର ଥିବାରୁ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଅନୁମୋଦନ ମିଳିବା ପରେ ସ୍ୟାଟ୍‌ ଉଚ୍ଛେଦ ଲାଗି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟ ଗତକାଲି ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story