ପୁଲିସ ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍

Ornaments looted in baripada

tipo

tipo

Tapas Behera
  • Published: Sunday, 12 May 2019
  • Updated: 12 May 2019, 07:20 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର)ପୁଲିସ ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍।  ଏହି ଘଟଣା ଘଟିଛି ବାରିପଦାରେ।  ହୁଡ଼କୋ କଲୋନିର ଜଣେ ମହିଳା ବଜାର ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି କହିଥିଲେ, ସୁନା ହାର କାହିଁକି ପିନ୍ଧିଛ।

ଖୋଲି କରି ବ୍ୟାଗରେ ରଖିଦିଅ।  ପ୍ରଥମେ ମହିଳା ଜଣକ ରାଜି ହେଲେନି। କିନ୍ତୁ ସେହି ଦୁଇ ଯୁବକଙ୍କ କଥା ମାନି ଅନ୍ୟ ଜଣେ ବ୍ୟକ୍ତି ସୁନା ହାର ଖୋଲି ବ୍ୟାଗରେ ରଖିବାରୁ ପ୍ରଥମ ମହିଳା ଜଣକ ମଧ୍ୟ ନିଜ ଅଳଙ୍କାର ଖୋଲି ଥିଲେ।

ଯୁବକଙ୍କ କଥା ମାନି ସେ ସୁନାହାରକୁ ଏକ କାଗଜ ପୁଡ଼ଇାରେ ରଖି ବ୍ୟାଗରେ ଭର୍ତ୍ତି କରିଥିଲେ।  କିନ୍ତୁ ଘରକୁ ଆସି ଦେଖନ୍ତି ତ କାଗଜ ପୁଡିଆରେ କିଛି ନାହିଁ । କୌଶଳ କ୍ରମେ ଲୁଟେରାମାନେ ଖାଲି କାଗଜ ପୁଡ଼ିଆ ଦେଇ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି । ଏ ସଂପର୍କରେ ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story