SCB କର୍ତ୍ତୃପକ୍ଷ କହିଲେ, ଅକ୍ସିଜେନ ପାଇପ ଫାଟିବା ମିଛ

କଟକ(ଓଡ଼ିଶା ରିପୋର୍ଟର):  କଟକ ବଡ ମେଡିକାଲରେ ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ଅଯଥାରେ ଗୁଜବ କରାଯାଉଛି। ପ୍ୟାନେଲ ବୋର୍ଡରେ ଯାନ୍ତ୍ରିକ ତ୍ରୁଟି ରହିଛି, କିନ୍ତୁ ଅକ୍ସିଜେନ ପାଇପ ଫାଟିନି ବୋଲି ଆଜି SCB ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାମୟିକ ଭାବେ ଓଟି ଓ ଆଇସିୟୁ ବନ୍ଦ ରହିଛି । କିନ୍ତୁ ମେଡିକାଲର ଏମର୍ଜେନ୍ସି ବ୍ୟବସ୍ଥା ଚାଲୁ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ତ୍ରୁଟି ସଜାଡ଼ିବା […]

Cuttack SCB

Cuttack SCB

Jitendra Garnayak
  • Published: Tuesday, 24 November 2020
  • Updated: 24 November 2020, 01:16 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  କଟକ ବଡ ମେଡିକାଲରେ ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ଅଯଥାରେ ଗୁଜବ କରାଯାଉଛି। ପ୍ୟାନେଲ ବୋର୍ଡରେ ଯାନ୍ତ୍ରିକ ତ୍ରୁଟି ରହିଛି, କିନ୍ତୁ ଅକ୍ସିଜେନ ପାଇପ ଫାଟିନି ବୋଲି ଆଜି SCB ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାମୟିକ ଭାବେ ଓଟି ଓ ଆଇସିୟୁ ବନ୍ଦ ରହିଛି । କିନ୍ତୁ ମେଡିକାଲର ଏମର୍ଜେନ୍ସି ବ୍ୟବସ୍ଥା ଚାଲୁ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ତ୍ରୁଟି ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି  ବୋଲି SCB ଜରୁରୀକାଳୀନ ଅଧତ୍କାରୀ ଭୁବନାନନ୍ଦ ମହାରଣା କହିଛନ୍ତି ।

ଆଜି ସକାଳେ କଟକ ବଡ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ ରହିଛି । ଅକ୍ସିଜେନ ପାଇପରେ ଲିକ ଯୋଗୁଁ ସର୍ଜରୀ ବନ୍ଦ ରହିଥିବା ସୂଚନା ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story