କଟକ(ଓଡ଼ିଶା ରିପୋର୍ଟର): କଟକ ବଡ ମେଡିକାଲରେ ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ଅଯଥାରେ ଗୁଜବ କରାଯାଉଛି। ପ୍ୟାନେଲ ବୋର୍ଡରେ ଯାନ୍ତ୍ରିକ ତ୍ରୁଟି ରହିଛି, କିନ୍ତୁ ଅକ୍ସିଜେନ ପାଇପ ଫାଟିନି ବୋଲି ଆଜି SCB ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାମୟିକ ଭାବେ ଓଟି ଓ ଆଇସିୟୁ ବନ୍ଦ ରହିଛି । କିନ୍ତୁ ମେଡିକାଲର ଏମର୍ଜେନ୍ସି ବ୍ୟବସ୍ଥା ଚାଲୁ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ତ୍ରୁଟି ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି ବୋଲି SCB ଜରୁରୀକାଳୀନ ଅଧତ୍କାରୀ ଭୁବନାନନ୍ଦ ମହାରଣା କହିଛନ୍ତି ।
ଆଜି ସକାଳେ କଟକ ବଡ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ ରହିଛି । ଅକ୍ସିଜେନ ପାଇପରେ ଲିକ ଯୋଗୁଁ ସର୍ଜରୀ ବନ୍ଦ ରହିଥିବା ସୂଚନା ମିଳିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।