ପ୍ରଶ୍ନପତ୍ର ଲିକ୍‌, ବାତିଲ ହେଲା ‘ଓଟିଇଟି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟୀ ଟେଷ୍ଟ୍‌) ବାତିଲ ହୋଇଯାଇଛି। ପ୍ରଶ୍ନପତ୍ର ଲିକ୍ ପାଇଁ ଏହି ପରୀକ୍ଷା ବାତିଲ ହୋଇଯାଇଛି। ଆଜି ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ପ୍ରଥମ ସିଟିଂ ପରୀକ୍ଷା ସରିବା ପରେ ଓ ଲିକ୍ ପ୍ରଶ୍ନପତ୍ର […]

viral

viral

Tapaswini Nayak
  • Published: Wednesday, 16 January 2019
  • Updated: 16 January 2019, 03:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟୀ ଟେଷ୍ଟ୍‌) ବାତିଲ ହୋଇଯାଇଛି। ପ୍ରଶ୍ନପତ୍ର ଲିକ୍ ପାଇଁ ଏହି ପରୀକ୍ଷା ବାତିଲ ହୋଇଯାଇଛି।

ଆଜି ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିବା ପରେ ଏ ବିଷୟରେ ଜଣାପଡ଼ିଥିଲା।

ପ୍ରଥମ ସିଟିଂ ପରୀକ୍ଷା ସରିବା ପରେ ଓ ଲିକ୍ ପ୍ରଶ୍ନପତ୍ର ଯାଞ୍ଚ କରିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଛି। ଆଜିର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଛି।

ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ଏ ସଂର୍ପକରେ ସୂଚନା ଦେଇ କହିଛନ୍ତି ଯେ ଏ ଘଟଣା ଦୁର୍ଭାଗ୍ୟଜନକ। ଆଉ ଥରେ ଓଟିଇଟି ପରୀକ୍ଷା କରାଯିବ। ତେବେ କେବେ ପରୀକ୍ଷା ହେବ ସେ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ବାତିଲ ଖବର ଶୁଣିବା ପରେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି। ଉଦିତ୍‌ ନଗର ହାଇସ୍କୁଲ୍‌ ପରୀକ୍ଷା କେନ୍ଦ୍ରରେ ଏହି ଉତ୍ତେଜନା ଦେଖାଯାଇଛି। ସ୍କୁଲ୍‌ ସାମ୍ନାରେ ପରୀକ୍ଷାର୍ଥୀମାନେ ଧାରଣା ଦେଇଛନ୍ତି। ପରୀକ୍ଷାର୍ଥୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତରୁ ଆସିଥିବାରୁ ଉତ୍ତେଜନା ଦେଖା ଦେଇଛି।

ଆଜି ପ୍ରଥମ ସିଟିଂ ପରୀକ୍ଷା ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବାର ଥିଲା।

ଏଥର ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ଦେବା ପାଇଁ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story