ଓଟିଭିକୁ ପୂରିଲା ୨୫ ବର୍ଷ: ଓଡ଼ିଶା ଗଣମାଧ୍ୟମ ଇତିହାସରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ , ୧୯୯୭ ଆଜିର ଦିନରେ ଓଡ଼ିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂତନ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ ବା  ଓଟିଭି । ସାରା ଓଡ଼ିଶାବାସୀ ଓଟିଭି ଉପରେ ରଖିଥିବା ବିଶ୍ୱାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ୱକୁ ପୂରିଛି ୨୫ ବର୍ଷ । ସ୍ୱଚ୍ଛ, ନିରପେକ୍ଷ, ନିଚ୍ଛକ ଏବଂ ଉଚ୍ଚ ମାନର ସମ୍ବାଦ ପରିବେଷଣ ପ୍ରୟାସକୁ ଆଜି ପୂରିଛି ୨୫ ବର୍ଷ । […]

otv

otv

Niharika Rout
  • Published: Monday, 18 April 2022
  • Updated: 18 April 2022, 12:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ , ୧୯୯୭ ଆଜିର ଦିନରେ ଓଡ଼ିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂତନ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ ବା  ଓଟିଭି । ସାରା ଓଡ଼ିଶାବାସୀ ଓଟିଭି ଉପରେ ରଖିଥିବା ବିଶ୍ୱାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ୱକୁ ପୂରିଛି ୨୫ ବର୍ଷ । ସ୍ୱଚ୍ଛ, ନିରପେକ୍ଷ, ନିଚ୍ଛକ ଏବଂ ଉଚ୍ଚ ମାନର ସମ୍ବାଦ ପରିବେଷଣ ପ୍ରୟାସକୁ ଆଜି ପୂରିଛି ୨୫ ବର୍ଷ ।

ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ ସମୟ ସହ ତାଳ ଦେଇ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯୁଗରେ ପାଦ ଥାପି ସାରିଛି ଓଟିଭି ।  ଯାହା ସଠିକ, ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି । ଧୀରେ ଧୀରେ ଓଡ଼ିଶା ଗଣମାଧ୍ୟମ ଇତିହାସରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଓଟିଭି । ଓଡ଼ିଶାବାସୀଙ୍କ ସୁଖରେ ଓ ଦୁଃଖରେ ସାଥୀ ହୋଇଛି ଏବଂ ପ୍ରତିଟି ବିପତ୍ତିରେ ସହଭାଗୀ ହୋଇଛି।

ପ୍ରତିଟି ଅଭାବୀ ମଣିଷଙ୍କ ଅଭାବ-ଅସୁବିଧାର ସ୍ୱର ହୋଇଛି  ଓଟିଭି। ବହୁ ଘାତ, ପ୍ରତିଘାତ ଭିତରେ ଆଗକୁ ବଢ଼ିଛି । ଓଡ଼ିଶାବାସୀଙ୍କ ଅଜସ୍ର ଶ୍ରଦ୍ଧା, ଭଲପାଇବାକୁ ପାଥେୟ କରି ପ୍ରତିଟି ଆହ୍ୱାନକୁ ସାମ୍ନା କରି ସମୟ ସହ ତାଳରେ ତାଳ ମିଳାଇ ଆଗକୁ ବଢ଼ି ଚାଲିଛି ଓଟିଭି । ଏହା ଭିତରେ ଓଟିଭିକୁ ବିତିଛି ୨୫ ବର୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story