ଏଠି ବି ଧୋକା , ଲୋକେ ଯାଉଛନ୍ତି ବାଉଁଶ ପୋଲରେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୋଲ ହୋଇଛି। ହେଲେ ଅଧା। ଲୋକେ ବିପଦସଙ୍କୁଳ ଭାବେ ପୋଲ ତଳେ  ଏକ ବାଉଁଶ ପୋଲରେ ଯାତ୍ରା କରୁଛନ୍ତି। ଲୋକଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଯେଉଁ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା ତାହା ଅଧପନ୍ତରିଆରେ ଅଟକିଛି। ଅବଧି ଶେଷ ପରେ ବି ସରୁନି ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା […]

7m

7m

Tapas Behera
  • Published: Monday, 28 December 2020
  • Updated: 28 December 2020, 06:25 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୋଲ ହୋଇଛି। ହେଲେ ଅଧା। ଲୋକେ ବିପଦସଙ୍କୁଳ ଭାବେ ପୋଲ ତଳେ  ଏକ ବାଉଁଶ ପୋଲରେ ଯାତ୍ରା କରୁଛନ୍ତି। ଲୋକଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଯେଉଁ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା ତାହା ଅଧପନ୍ତରିଆରେ ଅଟକିଛି। ଅବଧି ଶେଷ ପରେ ବି ସରୁନି ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ବନ୍ତ ବ୍ଲକ ଆଗରପଡା ସ୍ଥିତ ଟିକିରାରୁ ଶ୍ରୀରାମପୁରକୁ ସଂଯୋଗ କରୁଥିବା ଏହି ବିଜୁ ସେତୁକୁ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ହେଲେ ଆଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଜୁ ସେତୁଟିର କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଏହି ସେତୁ ଉପରେ ୩ଟି ବ୍ଲକର ୧୮ଟି ପଞ୍ଚାୟତର ଲୋକମାନେ ଯାତାୟାତ କରିଥାନ୍ତି । ଏହି ସେତୁ ବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେବେ ଏହି ସେତୁଟି କାର୍ଯ୍ୟକ୍ଷମ ହେବ ଆଉ ଲୋକମାନେ ଉପକୃତ ହେବେ ତାକୁ ନେଇ ଲୋକମାନେ ଆଶା ଆଶଙ୍କାରେ ଅଛନ୍ତି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ସ୍ଥିତ ଟିକିରା -ଶ୍ରୀରାମପୁର ଗ୍ରାମକୁ ସଂଯୋଗ ପାଇଁ ସାଳନ୍ଦୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କା  ମଞ୍ଜୁର ହୋଇଥିଲା । ଏହାର ଲମ୍ବ 60.15 ହୋଇଥିବା ବେଳେ ପ୍ରସ୍ଥ 8.35 ମିଟର ରହିଛି । ଏହି ବିଜୁ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୧୬ ଫେବୃଆରୀ ୪ ତାରିଖରେ ଉଦଘାଟନ କରିଥିଲେ । ଏହା ସେବେଠାରୁ ନିର୍ମାଣ ହୋଇ ୨୦୧୭ ମସିହା ଅକ୍ଟୋବର ୩ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଅବଧି ସରିବାର୪ ବର୍ଷ ପୁରିଥିଲେ ମଧ୍ୟ ପୋଲ କାମ ସରି ନାହିଁ।

ଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା ୩ଟି  ବ୍ଲକର ୧୮ଟି ପଞ୍ଚାୟତ ଯଥା ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ପଞ୍ଚାୟତର  ଗ୍ରାମବାସୀମାନେ ହଇରାଣ ହେଉଛନ୍ତି । ଏହି ବିଜୁ ସେତୁଟି କାର୍ଯ୍ୟକ୍ଷମ ହୋଇ ନ ଥିବାରୁ  ଦୈନିକ  ଶହ ଶହ ଲୋକମାନେ କିଏ ନଦୀ ଭିତରେ ପଶି ଯିବା ଆସିବା କରୁଛନ୍ତି ତ ଆଉ କିଏ ଏହି ବ୍ରିଜ ତଳେ ବାଉଁଶ ଚାରା ଦେଇ ଯିବା ଆସିବା କରୁଛନ୍ତି । ବର୍ଷକ ବାର ମାସରେ ବି ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଏହି ବ୍ରିଜଟି ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ବ୍ରିଜ ଆରପଟେ ଆଗରପଡା  ବଜାର, ହାଟ, ସ୍କୁଲ, କଲେଜ ଓ ସମସ୍ତ ପ୍ରକାର କୋଚିଂ ସେଣ୍ଟର ଅଛି । ଯାହାକି ସ୍କୁଲ ପିଲା, କଲେଜ ଛାତ୍ର, ଛାତ୍ରୀମାନେ ଓ ମାର୍କେଟ ଯିବା ପାଇଁ ଲୋକମାନେ ଏହି ବ୍ରିଜ ଉପରେ ନିର୍ଭର କରିଥାନ୍ତି ।

ବ୍ରିଜ୍‌ ଟି ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଅଥଳ ଥଳ ପାଣିରେ ଯିବା ଆସିବା କରୁଛନ୍ତି । ଛୋଟ ଠୁ ବୃଦ୍ଧ ସମସ୍ତେ ଏହି ସାଳନ୍ଦୀ ନଦୀ ମଧ୍ୟରେ ଯିବା ଆସିବା କରୁଥିବାରୁ ଚିତ୍ର ସାମ୍ନାକୁ ଆସୁଛି ।  ବାରମ୍ଵାର ଅଭିଯୋଗ ପରେ ପୋଲଟି ନିର୍ମାଣ ହୋଇଥିଲା ପୋଲ ନିର୍ମାଣ ହେଉଥିବାରୁ ଗ୍ରାମବାସୀ ଙ୍କ ମନରେ ଖୁସିରେ ଭରି ଯାଇଥିଲା । କିନ୍ତୁ ଅଧାପହନ୍ତରିଆ ଭାବେ କାମ ହୋଇଥିବାରୁ, ବ୍ରିଜଟି କୌଣସି କାର୍ଯ୍ୟରେ ଆସୁନାହିଁ, ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story