ଯୁବତୀଙ୍କୁ ପ୍ରତାରଣା କରି ନିଲମ୍ବିତ ହେଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ପୁଣି ଖାକିରେ ଲାଗିଲା କଳଙ୍କ। ଯୁବତୀଙ୍କୁ ପ୍ରତାରଣା କରିବା ମହଙ୍ଗା ପଡ଼ିଲା। ଲଭ, ସେକ୍ସ, ଧୋକା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା । ଗତକାଲି ଫାଣ୍ଡି ଅଧିକାରୀ ଟୁନାଙ୍କୁ ଖଲ୍ଲିକୋଟ ପୁଲିସ୍‌  ଗିରଫ କରିଥିଲା। ଏହାପରେ ଆଜି ତାଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ନିଲମ୍ବନ କରିଛନ୍ତି। ଯୁବତୀଙ୍କ  ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ […]

tuna-1

tuna-1

Niharika Rout
  • Published: Wednesday, 08 July 2020
  • Updated: 08 July 2020, 02:27 PM IST

Sports

Latest News

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ପୁଣି ଖାକିରେ ଲାଗିଲା କଳଙ୍କ। ଯୁବତୀଙ୍କୁ ପ୍ରତାରଣା କରିବା ମହଙ୍ଗା ପଡ଼ିଲା। ଲଭ, ସେକ୍ସ, ଧୋକା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା । ଗତକାଲି ଫାଣ୍ଡି ଅଧିକାରୀ ଟୁନାଙ୍କୁ ଖଲ୍ଲିକୋଟ ପୁଲିସ୍‌  ଗିରଫ କରିଥିଲା। ଏହାପରେ ଆଜି ତାଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ନିଲମ୍ବନ କରିଛନ୍ତି।

ଯୁବତୀଙ୍କ  ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଅବଗତ ଥିଲେ।  ଏହାପରେ ଉଭୟ ପୁରୀ, କୋଣାର୍କ ଆଦି ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଏହା ମଧ୍ୟରେ ଟୁନା  ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବିବାହ ପାଇଁ ଧରାଛୁଆଁ ଦେଲେନି।

ଗତ ୨ ତାରିଖରେ ଯୁବତୀଜଣକ  ଟୁନାଙ୍କୁ ଦେଖା କରିବାକୁ ଥାନାକୁ ଯାଇଥିବା ବେଳେ ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ଖଲିକୋଟ ଥାନା ଦ୍ୱାରସ୍ଥ ହେବାରୁ ବୁଝାମଣା ପାଇଁ ରାଜି ହୋଇଥିଲେ ଟୁନା। କିନ୍ତୁ ଥାନାରେ ଦେଇଥିବା ଷ୍ଟେଟମେଣ୍ଟ ବଦଳାଇବା ପାଇଁ ଧମକ ଦେଲେ। ନଚେତ ବାପାମା’ଙ୍କୁ ଦୁର୍ଘଟଣା ଘଟାଇ ମାରିଦେବେ ବୋଲି କହିଲେ। ଏହାପରେ ଯୁବତୀଜଣକ ନିଜ ବୟାନ ବଦଳାଇଥିଲେ।  କିନ୍ତୁ ଗତ ୫ ତାରିଖରେ ଫୋନ କରିବାରୁ ବାହା ହେବା ପାଇଁ ମନା କରିଦେଲେ।

ଇତିମଧ୍ୟରେ ସୁନାବେଡ଼ାର ଜଣେ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଯାଇଥିବା ଯୁବତୀଜଣକ କହିଛନ୍ତି। କୋର୍ଟ ମ୍ୟାରେଜ କରିବାକୁ ଫର୍ମ ଫିଲଅପ୍‌ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story