ପଞ୍ଚାୟତ ନିର୍ବାଚନରେ ସିବିଆଇକୁ ଆୟୁଧ କରାଯିବା ଉଚିତ୍ ନୁହେଁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ସିବିଆଇକୁ ଆୟୁଧ କରାଯିବା ଉଚିତ୍ ନୁହେଁ। ନିର୍ବାଚନ ସରିବା ପର୍ଯ୍ୟନ୍ତ ଉଭୟ ସିବିଆଇ ଏବଂ ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାରୁ ନିବୃତ୍ତ ଉଚିତ୍ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, “ଆକ୍ରୋଶମୂଳକ ରାଜନୀତି ପୂର୍ବରୁ ନ ଥିଲା। ପ୍ରତିଶୋଧ ଏବଂ ପ୍ରତିହିଂସା ବନ୍ଦ ହେବା ଉଚିତ୍। ସମସ୍ତ ଦଳ ନିର୍ବାଚନ ଲଢନ୍ତୁ,ଲୋକେ ତାହାର ବିଚାର କରିବେ।” ପଞ୍ଚାୟତ ନିର୍ବାଚନରେ  ମୁଖ୍ୟମନ୍ତ୍ରୀଙ୍କୁ ବାଜି ଲଗାଇବା ଉଚିତ୍‌ ନୁହେଁ। ଏହାଦ୍ୱାରା […]

bjp

Rakesh Mallick
  • Published: Tuesday, 17 January 2017
  • , Updated: 18 January 2017, 07:42 AM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ସିବିଆଇକୁ ଆୟୁଧ କରାଯିବା ଉଚିତ୍ ନୁହେଁ। ନିର୍ବାଚନ ସରିବା ପର୍ଯ୍ୟନ୍ତ ଉଭୟ ସିବିଆଇ ଏବଂ ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାରୁ ନିବୃତ୍ତ ଉଚିତ୍ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, “ଆକ୍ରୋଶମୂଳକ ରାଜନୀତି ପୂର୍ବରୁ ନ ଥିଲା। ପ୍ରତିଶୋଧ ଏବଂ ପ୍ରତିହିଂସା ବନ୍ଦ ହେବା ଉଚିତ୍। ସମସ୍ତ ଦଳ ନିର୍ବାଚନ ଲଢନ୍ତୁ,ଲୋକେ ତାହାର ବିଚାର କରିବେ।”

ପଞ୍ଚାୟତ ନିର୍ବାଚନରେ  ମୁଖ୍ୟମନ୍ତ୍ରୀଙ୍କୁ ବାଜି ଲଗାଇବା ଉଚିତ୍‌ ନୁହେଁ। ଏହାଦ୍ୱାରା ଫାଇଦା ଅନ୍ୟ ଦଳକୁ ଯାଇପାରେ । ବିଜେପିରେ କୌଣସି ଷ୍ଟାର ନାହାନ୍ତି। କିନ୍ତୁ ସୁପରଷ୍ଟାର ଅଛନ୍ତି ବୋଲି ମହାପାତ୍ର କହିଛନ୍ତି।

Related story