ଭୁବନେଶ୍ୱର: ଗତଚାରିଦିନ ହେବ ଉପପୂଳ ଓଡ଼ିଶାରେ ଟିକେ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ତାତି ଥମିବାର ନାଁ ନହୁନାହିଁ। ପଶ୍ଚିମ ଓଡ଼ିଶାର ୧୩ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ରାଜ୍ୟର ଉତପ୍ତ ସହର ରହିଛି ଟିଟିଲାଗଡ଼ ତାପପାତ୍ରା ରହିଛି ୪୫.୫ ଡିଗ୍ରୀ।
ସେହିପରି ସୋନପୁରରେ ତାପମାତ୍ରା ୪୬.୬ ଡିଗ୍ରୀ, ବଲାଙ୍ଗିରରେ ୪୪ ଡିଗ୍ରୀ, ସମ୍ୱଲପୁରରେ ୪୪.୪ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ରହିଛି ୪୩.୬ ଡିଗ୍ରୀ ପାରା। ଅନ୍ୟପକ୍ଷରେ ବାଲେଶ୍ୱରରେ ୩୬ ଡିଗ୍ରୀ,ଚାନ୍ଦବାଲି ୩୯.୪ ଡିଗ୍ରୀ, କଟକ ୩୭ ଡିଗ୍ରୀ,ପାରାଦିପ ୩୩.୩ ଡିଗ୍ରୀ, ଭୁବନେଶ୍ୱର ୩୯.୯ ଡିଗ୍ରୀ, ଗୋପାଳପୁର ୩୨.୮ ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ଅନୁଗୁଳ ୪୩.୫ ଡିଗ୍ରୀ, ବାରିପଦା ୩୮ ଡିଗ୍ରୀ, ଝାରସୁଗୁଡା୪୩ ଡିଗ୍ରୀ, କେଉଁଝର ୪୦ ଡିଗ୍ରୀ, ତାଳଚେର ୪୧ ଡିଗ୍ରୀ,କୋରାପୁଟ ୩୮ ଡିଗ୍ରୀ, ଫୁଲବାଣୀ ୪୧.୧ ଡିଗ୍ରୀ, ମାଲକାନାଗିରି ୪୧, ଦାରିଙ୍ଗବାଡି ୩୬.୫ ଓ ଢେଙ୍କାନାଳରେ ରହିଛି ୩୮.୭ ଡିଗ୍ରୀ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।