ପଶ୍ଚିମ ଓଡିଶାରେ କମୁନି ତାତି, ଏବେବି ୧୩ ସହରରେ ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର: ଗତଚାରିଦିନ ହେବ ଉପପୂଳ ଓଡ଼ିଶାରେ ଟିକେ ତାତି କମିଛି। ହେଲେ  ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ତାତି ଥମିବାର ନାଁ ନହୁନାହିଁ। ପଶ୍ଚିମ ଓଡ଼ିଶାର ୧୩ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ରାଜ୍ୟର ଉତପ୍ତ ସହର ରହିଛି ଟିଟିଲାଗଡ଼ ତାପପାତ୍ରା ରହିଛି ୪୫.୫ ଡିଗ୍ରୀ। ସେହିପରି ସୋନପୁରରେ ତାପମାତ୍ରା ୪୬.୬ ଡିଗ୍ରୀ,  ବଲାଙ୍ଗିରରେ ୪୪ ଡିଗ୍ରୀ, ସମ୍ୱଲପୁରରେ ୪୪.୪ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା […]

hitwav

hitwav

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 02:28 PM IST

Sports

Latest News

ଭୁବନେଶ୍ୱର: ଗତଚାରିଦିନ ହେବ ଉପପୂଳ ଓଡ଼ିଶାରେ ଟିକେ ତାତି କମିଛି। ହେଲେ  ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ତାତି ଥମିବାର ନାଁ ନହୁନାହିଁ। ପଶ୍ଚିମ ଓଡ଼ିଶାର ୧୩ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ରାଜ୍ୟର ଉତପ୍ତ ସହର ରହିଛି ଟିଟିଲାଗଡ଼ ତାପପାତ୍ରା ରହିଛି ୪୫.୫ ଡିଗ୍ରୀ।
ସେହିପରି ସୋନପୁରରେ ତାପମାତ୍ରା ୪୬.୬ ଡିଗ୍ରୀ,  ବଲାଙ୍ଗିରରେ ୪୪ ଡିଗ୍ରୀ, ସମ୍ୱଲପୁରରେ ୪୪.୪ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ରହିଛି ୪୩.୬ ଡିଗ୍ରୀ ପାରା।  ଅନ୍ୟପକ୍ଷରେ ବାଲେଶ୍ୱରରେ ୩୬ ଡିଗ୍ରୀ,ଚାନ୍ଦବାଲି ୩୯.୪ ଡିଗ୍ରୀ, କଟକ ୩୭ ଡିଗ୍ରୀ,ପାରାଦିପ ୩୩.୩ ଡିଗ୍ରୀ, ଭୁବନେଶ୍ୱର ୩୯.୯ ଡିଗ୍ରୀ, ଗୋପାଳପୁର ୩୨.୮ ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ଅନୁଗୁଳ ୪୩.୫ ଡିଗ୍ରୀ, ବାରିପଦା ୩୮ ଡିଗ୍ରୀ, ଝାରସୁଗୁଡା୪୩ ଡିଗ୍ରୀ, କେଉଁଝର ୪୦ ଡିଗ୍ରୀ, ତାଳଚେର ୪୧ ଡିଗ୍ରୀ,କୋରାପୁଟ ୩୮ ଡିଗ୍ରୀ, ଫୁଲବାଣୀ ୪୧.୧ ଡିଗ୍ରୀ, ମାଲକାନାଗିରି ୪୧, ଦାରିଙ୍ଗବାଡି ୩୬.୫ ଓ ଢେଙ୍କାନାଳରେ ରହିଛି ୩୮.୭ ଡିଗ୍ରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story