ପଦୋନ୍ନତିରେ ପାତରଅନ୍ତର ଅଭିଯୋଗ: ସଚିବାଳୟ ଏସସି, ଏସଟି କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଏସସି, ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସରକାର ପାତରଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସାଧାରଣ ବର୍ଗର କର୍ମଚାରୀଙ୍କୁ ଡେସ୍କ ଅଫିସର ଓ ଅଣ୍ଡର ସେକ୍ରେଟାରୀ ପଦକୁ ପଦୋନ୍ନତି ମିଳୁଥିବାବେଳେ ଏସସି, ଏସଟି ବର୍ଗର କର୍ମଚାରୀଙ୍କୁ ସମାନ ସୁବିଧା ମିଳୁନାହିଁ। ସଂଘ ପକ୍ଷରୁ ଏ ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ […]

sc-st

sc-st

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 09:34 AM IST

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଏସସି, ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସରକାର ପାତରଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସାଧାରଣ ବର୍ଗର କର୍ମଚାରୀଙ୍କୁ ଡେସ୍କ ଅଫିସର ଓ ଅଣ୍ଡର ସେକ୍ରେଟାରୀ ପଦକୁ ପଦୋନ୍ନତି ମିଳୁଥିବାବେଳେ ଏସସି, ଏସଟି ବର୍ଗର କର୍ମଚାରୀଙ୍କୁ ସମାନ ସୁବିଧା ମିଳୁନାହିଁ। ସଂଘ ପକ୍ଷରୁ ଏ ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ କର୍ମଚାରୀମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ଆଲୋଚନା କରିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ୍ ଏ ନେଇ ଅନୁମତି ନ ଦେବାରୁ ସଚିବାଳୟ କରିଡର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅପ୍ରୀତିକିର ପରିସ୍ଥିତିକୁ ଆଖିଆଗରେ ରଖି ସଚିବାଳୟ ପରିସରରେ ଅଧିକ ପୋଲିସ ମୁତୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story