‘୧୮୦୪ରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ’   

<p>ଖୋର୍ଦ୍ଧା: ୧୮୧୭ ନୁହେଁ ୧୮୦୪ରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ଗୁରୁଜଙ୍ଗରେ ଅନୁଷ୍ଠିତ ଖୋର୍ଦ୍ଧା ଜିଲ୍ଲା ଲୋକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟ ସିଂହ ଦେବ। ସେ କହିଛନ୍ତି,&ldquo;ପାଇକ ବିଦ୍ରୋହ ଭାରତର ପ୍ରଧାନ ସଂଗ୍ରାମ। ଏହା ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ପରେ ବକ୍ସି ଜଗବନ୍ଧୁ ଏହାକୁ ଆଗେଇ ନେଇଥିଲେ। ଏହାକୁ ଦେଶର ପ୍ରଥମ ସଂଗ୍ରାମ ମାନ୍ୟତା ଦେବାକୁ କାର୍ଯ୍ୟ କରୁଥିବା ସଂସ୍ଥା ଓ ରାଜ୍ୟ ସରକାର ଏନେଇ ଉପଯୁକ୍ତ ଗବେଷଣା ସହିତ ବାସ୍ତବ ତଥ୍ୟ ଭାରତ ସରକାରଙ୍କ ନିକଟରେ ରଖିବା ଆବଶ୍ୟକ।&rdquo;</p> <p>ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ଚଳିତ ବର୍ଷର ଲୋକ ଉତ୍ସବ ଉତ୍ସର୍ଗ କରାଯାଇଛି। ଆଶ୍ୱାସନା ପରିବାର ପକ୍ଷରୁ ଆୟୋଜିତ ଏହି ଲୋକ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ନାଲକୋ ସିଏମ୍&zwnj;ଡି ତପନ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 09:19 AM IST
<p>ଖୋର୍ଦ୍ଧା: ୧୮୧୭ ନୁହେଁ ୧୮୦୪ରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ଗୁରୁଜଙ୍ଗରେ ଅନୁଷ୍ଠିତ ଖୋର୍ଦ୍ଧା ଜିଲ୍ଲା ଲୋକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟ ସିଂହ ଦେବ। ସେ କହିଛନ୍ତି,&ldquo;ପାଇକ ବିଦ୍ରୋହ ଭାରତର ପ୍ରଧାନ ସଂଗ୍ରାମ। ଏହା ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ପରେ ବକ୍ସି ଜଗବନ୍ଧୁ ଏହାକୁ ଆଗେଇ ନେଇଥିଲେ। ଏହାକୁ ଦେଶର ପ୍ରଥମ ସଂଗ୍ରାମ ମାନ୍ୟତା ଦେବାକୁ କାର୍ଯ୍ୟ କରୁଥିବା ସଂସ୍ଥା ଓ ରାଜ୍ୟ ସରକାର ଏନେଇ ଉପଯୁକ୍ତ ଗବେଷଣା ସହିତ ବାସ୍ତବ ତଥ୍ୟ ଭାରତ ସରକାରଙ୍କ ନିକଟରେ ରଖିବା ଆବଶ୍ୟକ।&rdquo;</p><p>ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ଚଳିତ ବର୍ଷର ଲୋକ ଉତ୍ସବ ଉତ୍ସର୍ଗ କରାଯାଇଛି। ଆଶ୍ୱାସନା ପରିବାର ପକ୍ଷରୁ ଆୟୋଜିତ ଏହି ଲୋକ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ନାଲକୋ ସିଏମ୍&zwnj;ଡି ତପନ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos