ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଜଲିଉଡ୍‌ କଳାକାର

ବାଲେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଚାର ମୈଦାନରେ ଜଲିଓଡ୍‌ କଳାକାରଙ୍କୁ ଦେଖିବାକୁ ମିଳୁଛି। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତରେ  ଜଲିଉଡ୍‌ କଳାକାର ଦୈତାରୀ ପଣ୍ଡା, ସୁଦୟ ମହାପାତ୍ର, ବାପି ପଣ୍ଡା, ରୁଦ୍ର ଓ ଗୌରଦାସ ପ୍ରଚାର କରିଥିଲେ। ସେମାନେ ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ପାଣିଗ୍ରାହୀଙ୍କୁ ଭୋଟ୍‌ ଦେବା ପାଇଁ ହାଟସାହିଠାରେ ଆୟୋଜିତ ସଭାରେ ଭାଷଣ ଦେଇଥିଲେ।

baliud

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 02:04 PM IST

Related story