ନିର୍ବାଚନୀ ହିଂସା ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନିର୍ବାଚନ କମିଶନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି  ଆଜି ମୁଖ୍ୟ ମୁଖ୍ୟଶାସନ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଅନେକ ସ୍ଥାନରେ ନିର୍ବାଚନ ପରେ ନିର୍ବାଚନୀ ହିଂସା ଘଟୁଛି ବୋଲି କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ସହ ଭୋଟର, ପୋଲିଂ ପାର୍ଟି ଓ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। ହିଂସାକାଣ୍ଡ ରୋକିବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାରୀ […]

pp-1-2-1-1

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 02:27 PM IST

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି  ଆଜି ମୁଖ୍ୟ ମୁଖ୍ୟଶାସନ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଅନେକ ସ୍ଥାନରେ ନିର୍ବାଚନ ପରେ ନିର୍ବାଚନୀ ହିଂସା ଘଟୁଛି ବୋଲି କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ସହ ଭୋଟର, ପୋଲିଂ ପାର୍ଟି ଓ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। ହିଂସାକାଣ୍ଡ ରୋକିବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାରୀ କର୍ମଚାରୀମାନେ ରାଜନୈତିକ ସମ୍ପୃକ୍ତି ଅଭିଯୋଗ ହେଉଛି। ଏହି ଅନିୟମିତା ରୋକାଯାଉ ବୋଲି କମିଶନ ଚିଠି ଲେଖିଛନ୍ତି।

Related story