ସରିଲା ପଞ୍ଚୁପାଣ୍ଡବ ମେଳଣ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍‌ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳଣରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣାବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ। ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ […]

5gh

5gh

Tapas Behera
  • Published: Thursday, 28 March 2019
  • Updated: 28 March 2019, 06:14 PM IST

Sports

Latest News

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍‌ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳଣରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣାବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ।

ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ ପୂଜାପାଉଥିବା ପଞ୍ଚୁପାଣ୍ଡବଙ୍କ ମେଳଣ ଯାତ୍ରା ମହା ସମାରୋହରେ ଆୟୋଜିତ ହୋଇଥାଏ। ମେଳଣଉତ୍ସବରେ ପଞ୍ଚୁପାଣ୍ଡବଙ୍କୁ ସୁଜଜ୍ଜିତ ଦୋଳ ବିମାନରେ ଅଣାଯିବା ପରେ ଗୋପୀନାଥଙ୍କ ସହ ରଖାଯାଇଥାଏ। ପରେ ବିଭିନ୍ନ ସ୍ଥାନରୁ ୧୦୮ ଦେବଙ୍କୁ ବିମାନରେ ଅଣାଯାଇ ଖାଣ୍ଡବବନ ମେଳଣ ପଡିଆରେ ରଖାଯାଇଥାଏ। ଏକା ସାଙ୍ଗରେ ପଞ୍ଚୁପାଣ୍ଡବ ଓ ପ୍ରଭୁ କୃଷ୍ଣଙ୍କ ଦର୍ଶନ ଲାଗି ମେଳଣ ପଡିଆରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥାଏ।

ତିନିଦିନ ଧରି ଆୟୋଜିତ ଏହି ମେଲଣ ଉତ୍ସବରେ ଠାକୁର ଦର୍ଶନ ସହ ମେଳା ବୁଲିବାର ମଜା ନେଇଥିଲେ ଶ୍ରଦ୍ଧାଳୁ। ଭିନ୍ନ ଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ସହ ସାହିଯାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ଉଠାଇ ଥିଲେ। ଏହାସହ ମେଳଣ ପଡ଼ିଆରେ ଲାଗିଥିବା ବିଭିନ୍ନ ମେଢ ବି ଲୋକଙ୍କ ଆକର୍ଷଣ କେନ୍ଦ୍ର ପାଲଟି ଥିଲା। ପୌରାଣିକ କଥାବସ୍ତୁ ଉପରେ ବିଶ୍ୱାସ ସହ କଳା ସଂସ୍କୃତି ଓ ଭାଇଚାରା ବୃଦ୍ଧି ଲାଗି ଏହି ମେଳଣ ଆୟୋଜିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story