ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କରି ଜେଲରେ ଥିବା ନେତା ବେଲ ପାଇଲେ, ବିଜେପିର ଜୋରଦାର ସ୍ୱାଗତ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚ୍ଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କରି&nbsp; ଗିରଫ ହୋଇଥିବା ବିଜେପି ନେତାଙ୍କୁ ଜାମିନ ମିଳିଛି। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ଏବଂ ଅନ୍ୟ ମାନେ ଜାମିନ ପାଇବା ପରେ ବିଜେପି ତାଙ୍କୁ ଧୁମଧାମରେ ସ୍ୱାଗତ କରିଛି।&nbsp; ଫୁଲମାଳ ଦେଇ ବିଭିନ୍ନ ନାରା ଦେଇ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ବିଜେପି କର୍ମୀଙ୍କ ଗହଳିଚହଳି ମଧ୍ୟରେ ସେମାନଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଗତ ଫେବୃଆରୀ ୧୨ ତାରିଖରେ ପାଣ୍ଡିଆନଙ୍କ ଘର ଉପରକୁ ଗୋବରମାଡ଼ ହୋଇଥିଲା।</p> <p>ବିଜେପି କର୍ମୀମାନେ ପାଣ୍ଡିଆନଙ୍କ ବାସଭବନରେ ଧଶେଇ ପଶି ଭଙ୍ଗାରୁଜା କରିଥିଲେ । ଏଥିସହ ସରକାରୀ କ୍ୱାର୍ଟର ମଧ୍ୟକୁ ପଶି ଫୁଲକୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଗୋବର ଫୋପାଡିଥିଲେ। ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ଏବଂ କର୍ମଚାରୀ ସଂଗଠନ ମାନେ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ହୋଇ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଥିବାରୁ ବିଜେପି କର୍ମୀମାନେ ଏହି ଗୋବରମାଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା।</p>

Ordigital Desk
  • Published: Thursday, 15 March 2018
  • Updated: 15 March 2018, 08:24 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚ୍ଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କରି&nbsp; ଗିରଫ ହୋଇଥିବା ବିଜେପି ନେତାଙ୍କୁ ଜାମିନ ମିଳିଛି। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ଏବଂ ଅନ୍ୟ ମାନେ ଜାମିନ ପାଇବା ପରେ ବିଜେପି ତାଙ୍କୁ ଧୁମଧାମରେ ସ୍ୱାଗତ କରିଛି।&nbsp; ଫୁଲମାଳ ଦେଇ ବିଭିନ୍ନ ନାରା ଦେଇ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ବିଜେପି କର୍ମୀଙ୍କ ଗହଳିଚହଳି ମଧ୍ୟରେ ସେମାନଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଗତ ଫେବୃଆରୀ ୧୨ ତାରିଖରେ ପାଣ୍ଡିଆନଙ୍କ ଘର ଉପରକୁ ଗୋବରମାଡ଼ ହୋଇଥିଲା।</p><p>ବିଜେପି କର୍ମୀମାନେ ପାଣ୍ଡିଆନଙ୍କ ବାସଭବନରେ ଧଶେଇ ପଶି ଭଙ୍ଗାରୁଜା କରିଥିଲେ । ଏଥିସହ ସରକାରୀ କ୍ୱାର୍ଟର ମଧ୍ୟକୁ ପଶି ଫୁଲକୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଗୋବର ଫୋପାଡିଥିଲେ। ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ଏବଂ କର୍ମଚାରୀ ସଂଗଠନ ମାନେ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ହୋଇ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଥିବାରୁ ବିଜେପି କର୍ମୀମାନେ ଏହି ଗୋବରମାଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos