ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲା: ଝିଅର ବାପା ଓ ମା କୋର୍ଟରେ ହାଜର

ଭୁବନେଶ୍ୱର: ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ନାବାଳିକା କାଷ୍ଟିଂ କାଉଚ୍ ମାମଲାର ଶୁଣାଣି ଆରମ୍ଭ ହୋଇଛି। ନାବାଳିକାର ବାପା ଓ ମା’ କୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି। ସିଡବ୍ଲୁସି ସଦସ୍ୟ ମଧ୍ୟ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି। ଅଭିନେତା ପପୁ ପମ୍ ପମ ଅରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କର […]

papu

papu

Rakesh Mallick
  • Published: Friday, 04 August 2017
  • Updated: 04 August 2017, 05:40 PM IST

Sports

Latest News

ଭୁବନେଶ୍ୱର: ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ନାବାଳିକା କାଷ୍ଟିଂ କାଉଚ୍ ମାମଲାର ଶୁଣାଣି ଆରମ୍ଭ ହୋଇଛି। ନାବାଳିକାର ବାପା ଓ ମା’ କୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି। ସିଡବ୍ଲୁସି ସଦସ୍ୟ ମଧ୍ୟ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି।

ଅଭିନେତା ପପୁ ପମ୍ ପମ ଅରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କର ଗିରଫ ଦାବି କରାଯାଇଥିଲା। ପରେ ପପୁଙ୍କୁ ଆତ୍ମସମର୍ପଣ କରିବାକୁ ପୋଲିସ କହିଥିଲା। ମାତ୍ର ପପୁ ଆତ୍ମସମର୍ପଣ କରିନଥିଲେ। ପରେ କମିଶନରେଟ୍‌ ପୋଲିସ ପପୁ ଓ ତାଙ୍କ ସହଯୋଗଙ୍କୁ ପୁରୀର ଏକ ଆପାର୍ଟମେଣ୍ଟରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos