ପ୍ରତିକୂଳ ପାଗ ସାଜିଲା ବାଧକ: ପାରାମୋଟର ରାଇଡ ବାତିଲ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଥିବା ପାରାମୋଟର ରାଇଡକୁ ବାତିଲ କରି ଦିଆଯାଇଛି। ଏ ନେଇ ଆୟୋଜକ ଫନ୍‌ ରାଇଡ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁଣି କେବେ ଏହି କାର୍ଯ୍ୟକ୍ରମ ହେବ ସେ ନେଇ କିଛି କୁହାଯାଇନାହିଁ। ଆଇଆଇଟି ଜଟଣୀ ଖୁଦପୁର ନିକଟରେ ଆଜି ଏହାର ଶୁଭରାମ୍ଭ ହେବାର ଥିଲା। ଏଥିପାଇଁ  ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ଡିଜସିଏଠାରୁ ଅନୁମତି ନିଆଯାଇଥିଲା। ଆକାଶରେ ୧୦ କିଲୋମୋଟ ପରିଧି […]

para-motor

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 11:18 PM IST

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଥିବା ପାରାମୋଟର ରାଇଡକୁ ବାତିଲ କରି ଦିଆଯାଇଛି। ଏ ନେଇ ଆୟୋଜକ ଫନ୍‌ ରାଇଡ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁଣି କେବେ ଏହି କାର୍ଯ୍ୟକ୍ରମ ହେବ ସେ ନେଇ କିଛି କୁହାଯାଇନାହିଁ।

ଆଇଆଇଟି ଜଟଣୀ ଖୁଦପୁର ନିକଟରେ ଆଜି ଏହାର ଶୁଭରାମ୍ଭ ହେବାର ଥିଲା। ଏଥିପାଇଁ  ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ଡିଜସିଏଠାରୁ ଅନୁମତି ନିଆଯାଇଥିଲା। ଆକାଶରେ ୧୦ କିଲୋମୋଟ ପରିଧି ମଧ୍ୟରେ ଉଡ଼ିବା ପାଇଁ ଅନୁମତି ମିଳିଥିଲା।

ପାରାମୋଟର କ’ଣ

ପାରମୋଟରିଂ ରାଇଡ୍ ମେସିନ ସହ ପାରାଚ୍ୟୁଟ୍‌ ସଂଯୋଗ ହୋଇଥାଏ। ଘଣ୍ଟାପ୍ରତି ପବନର ଗତି ୩୦ରୁ ୪୦ କିଲୋମିଟର ଭିତରେ ହିଁ ଏହି ପାରାମୋଟରିଂ ରାଇଡ କରିହେବ।

Related story