ପାରାଦୀପ ବନ୍ଦରରେ ମାଲପରିବହନ ବିବାଦ: ୨ଦିନର  ଅଚଳାବସ୍ଥା ପରେ ଆଜି ଆନ୍ଦୋଳନକୁ ଓହ୍ଲାଇବେ ୧୦ଟି ସଂଗଠନ

ପାରାଦୀପ: ଜୋର ଧରୁଛି ପାରାଦୀପ ବନ୍ଦର ମାଲପରିବହନ ବିବାଦ। ୨ଦିନର  ଅଚଳାବସ୍ଥା ପରେ ଆଜି ପ୍ରାୟ ୧୦ଟି ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଷ୍ଟିଭେଡର୍ସ୍ ଆସୋସିଏସନ୍, ଡମ୍ପର୍ ଓନର୍ସ୍ ଆସୋସିଏସନ୍, ଇଣ୍ଟ୍ରାପୋର୍ଟ ଡ୍ରାଇଭର୍ ଆଣ୍ଡ୍ ହେଲପର୍ ଆସୋସିଏସନ୍, କୁଜଙ୍ଗ ବାର୍ ଆସୋସିଏସନ୍, ଓଏଲ୍ ରିଫାଇନାରୀ ଲେବର୍ ୟୁନିଅନ୍, ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ, ପାରାଦୀପ ଇସଲାମିକ୍ ଆସୋସିଏସନ୍ ପ୍ରମୁଖ ଏହି ଆନ୍ଦୋଳନର ସାମିଲ ହୋଇଥିବା ସୂଚନା ମିଳିଛି। ବନ୍ଦରରେ ପଣ୍ୟ କାରବାର ନେଇ ଦେଖାଦେଇଥିବା ଅନିୟମିତତା […]

paradeep

paradeep

Rakesh Mallick
  • Published: Friday, 18 September 2015
  • Updated: 18 September 2015, 07:54 AM IST

Sports

Latest News

ପାରାଦୀପ: ଜୋର ଧରୁଛି ପାରାଦୀପ ବନ୍ଦର ମାଲପରିବହନ ବିବାଦ। ୨ଦିନର  ଅଚଳାବସ୍ଥା ପରେ ଆଜି ପ୍ରାୟ ୧୦ଟି ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଷ୍ଟିଭେଡର୍ସ୍ ଆସୋସିଏସନ୍, ଡମ୍ପର୍ ଓନର୍ସ୍ ଆସୋସିଏସନ୍, ଇଣ୍ଟ୍ରାପୋର୍ଟ ଡ୍ରାଇଭର୍ ଆଣ୍ଡ୍ ହେଲପର୍ ଆସୋସିଏସନ୍, କୁଜଙ୍ଗ ବାର୍ ଆସୋସିଏସନ୍, ଓଏଲ୍ ରିଫାଇନାରୀ ଲେବର୍ ୟୁନିଅନ୍, ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ, ପାରାଦୀପ ଇସଲାମିକ୍ ଆସୋସିଏସନ୍ ପ୍ରମୁଖ ଏହି ଆନ୍ଦୋଳନର ସାମିଲ ହୋଇଥିବା ସୂଚନା ମିଳିଛି। ବନ୍ଦରରେ ପଣ୍ୟ କାରବାର ନେଇ ଦେଖାଦେଇଥିବା ଅନିୟମିତତା କାରଣରୁ ଏହି ଆନ୍ଦୋଳନର ଡାକରା ଦେଇଛି ମିଳିତ ମଞ୍ଚ। ଆନ୍ଦୋଳନକାରୀ ମାନେ ଆଜି ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଓ ଏସପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ବିବାଦରେ ଥିବା ସିବେଜ୍ କମ୍ପାନୀ କିପରି ଷ୍ଟିଭଡର୍ସ୍ ଆସୋସିଏସନର ନୀତି ନିୟମ ବିରୁଦ୍ଧର କାର୍ଯ୍ୟ କରିବା ବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story