ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ଭୂମିହରା କୃଷକ ମଞ୍ଚର ବିକ୍ଷୋଭ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ସମ୍ମୁଖରେ ଭୂମିହରା କୃଷକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୈଳ ବିଶୋଧନାଗାର ନିର୍ମାଣ ବେଳେ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଉ ନ ଥିବା ଅଭିଯୋଗ କରି ମଞ୍ଚର ଶତାଧିକ କର୍ମକର୍ତ୍ତା ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ତୈଳ ବିଶୋଧନାଗାରର ସମସ୍ତ ରାସ୍ତା ଅବରୋଧ ହୋଇ ରହିଛି।

paradeep

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 04:04 AM IST

Related story