ପାରାଦୀପ: ଚାଷୀ ଆନ୍ଦୋଳନ ସମର୍ଥନରେ କଂଗ୍ରେସର ସମାବେଶ

ପରାଦୀପ: ପାରାଦୀପ ଉପକଣ୍ଠ ସିଜୁ ଗ୍ରାମରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରଞ୍ଜିବ ବିଶ୍ୱାଳ, ବାପି ସର୍ଖେଲ, ପ୍ରମୋଦ କିଶୋର ଜେନା, ବିଭୁ ପ୍ରସାଦ ତରାଇ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ସ୍ଥାନୀୟ ଜିରୋ ପଏଣ୍ଟ ନିକଟରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ପରେ ଅତିଥିମାନଙ୍କୁ ନେଇ ସିଜୁ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

padeep

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 05:58 AM IST

Related story