ବିଧାୟକ ଖେଳାଇଲେ ସାପ, ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । ୧୧ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ସାପକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ବିଧାୟକ କହିଛନ୍ତି ଯେ, ‘ମୁଁ ସାପ ସମ୍ପର୍କରେ ଯଥେଷ୍ଟ ସଚେତନ। ମୁଁ କେବେ ମୋ […]

sapa-1

sapa-1

Niharika Rout
  • Published: Monday, 23 December 2019
  • Updated: 23 December 2019, 01:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । ୧୧ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ସାପକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି।

ଭିଡିଓ ଭାଇରାଲ୍ ହେବା ପରେ ବିଧାୟକ କହିଛନ୍ତି ଯେ, ‘ମୁଁ ସାପ ସମ୍ପର୍କରେ ଯଥେଷ୍ଟ ସଚେତନ। ମୁଁ କେବେ ମୋ ଜୀବନରେ ସାପକୁ ମାରି ନାହିଁ। ୨ ଦିନ ତଳେ ମୋ ଘରେ ଗୋଟିଏ ଢମଣା ସାପ ପଶି ଯାଇଥିଲା। ପିଲାମାନେ ଡରିଲେ, ତେଣୁ ସେ ସାପଟିକୁ ମୁଁ ଧରି ପକାଇଥିଲି। ଏହାପରେ ଏନେଇ ସ୍ନେକ୍‌ ହେଲ୍‌ପ୍‌ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲି।  ସେମାନେ ପହଞ୍ଚିବା ପରେ ସାପଟିକୁ ନନ୍ଦନକାନନରେ ଛାଡ଼ିଥିଲି’।

ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟଙ୍କଠାରୁ ସାପଟି ନେଇ ସେ ଧରିଥିଲେ ବୋଲି ସମ୍ବିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story