ଇତିହାସ ରଚିଲା ପାରାଦୀପ ବନ୍ଦର; ୨୪ ଘଣ୍ଟାରେ ଯାତାୟତ କଲା ୨୪ଟି ଜାହାଜ

ପାରାଦୀପ: ଇତିହାସ ରଚିଲା ପାରାଦୀପ ବନ୍ଦର।  ପାରାଦୀପ ବନ୍ଦରରୁ ୨୪ ଘଣ୍ଟାରେ ୨୪ଟି ଜାହାଜର ଯାତାୟତ କରିଥିବା ନେଇ ସୂଚନା ମିଳିଛି। ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ ମଧ୍ୟରେ ଏହିସବୁ ଜାହାଜ ଯାତାୟତ କରିଛି। ପ୍ରଥମ ସିଫ୍ଟରେ ୯ଟି ଜାହାଜ, ୨ୟ ସିଫ୍ଟରେ ୭ ଓ ୩ୟ ସିଫ୍ଟରେ ୮ଟି ଜାହାଜ ଯାଆସ କରିଛି। ବନ୍ଦରକୁ ୧୨ଟି ଜାହାଜ ଆସିଥିବା ବେଳେ ବାହାରକୁ ଯାଇଛି ୧୦ଟି ଏବଂ ୨ଟି ଜାହାଜକୁ ସ୍ଥାନାନ୍ତର କରାଯାଇଥିଲା।  ହାର୍ବର […]

Paradeep Port

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 02:42 PM IST

ପାରାଦୀପ: ଇତିହାସ ରଚିଲା ପାରାଦୀପ ବନ୍ଦର।  ପାରାଦୀପ ବନ୍ଦରରୁ ୨୪ ଘଣ୍ଟାରେ ୨୪ଟି ଜାହାଜର ଯାତାୟତ କରିଥିବା ନେଇ ସୂଚନା ମିଳିଛି।

ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ ମଧ୍ୟରେ ଏହିସବୁ ଜାହାଜ ଯାତାୟତ କରିଛି। ପ୍ରଥମ ସିଫ୍ଟରେ ୯ଟି ଜାହାଜ, ୨ୟ ସିଫ୍ଟରେ ୭ ଓ ୩ୟ ସିଫ୍ଟରେ ୮ଟି ଜାହାଜ ଯାଆସ କରିଛି। ବନ୍ଦରକୁ ୧୨ଟି ଜାହାଜ ଆସିଥିବା ବେଳେ ବାହାରକୁ ଯାଇଛି ୧୦ଟି ଏବଂ ୨ଟି ଜାହାଜକୁ ସ୍ଥାନାନ୍ତର କରାଯାଇଥିଲା।  ହାର୍ବର ମାଷ୍ଟର ଅତୁଲ୍ୟ ମହାପାତ୍ର ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ।  ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

https://youtu.be/bmEQti9CUYI

 

 

 

Related story