ପାରଳା ପ୍ୟାଲେସ ମାମଲା: ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଅନଙ୍ଗ ମଞ୍ଜରୀଙ୍କ ସଂପର୍କୀୟ

ପାରଳାଖେମୁଣ୍ଡି: ପାରଳା ପ୍ୟାଲେସ ଗଣ ଆତ୍ମହତ୍ୟା ମାମଲାରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ  ସଂପର୍କୀୟମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନଙ୍ଗ ମଞ୍ଜରୀଙ୍କ ଭାଇ, ଦୁଇ ଭଉଣୀ ଓ ଭିଣୋଇ ଆଜି ଭୁବନେଶ୍ୱର ଆସି ଏସଆଇଟି ତଦନ୍ତ ଶିଥିଳ ହେଉଥିବା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ସେମାନେ ଦାବି କରିଛନ୍ତି। ପାରଳା ପ୍ୟାଲେସ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ […]

palace

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 01:03 PM IST

ପାରଳାଖେମୁଣ୍ଡି: ପାରଳା ପ୍ୟାଲେସ ଗଣ ଆତ୍ମହତ୍ୟା ମାମଲାରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ  ସଂପର୍କୀୟମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନଙ୍ଗ ମଞ୍ଜରୀଙ୍କ ଭାଇ, ଦୁଇ ଭଉଣୀ ଓ ଭିଣୋଇ ଆଜି ଭୁବନେଶ୍ୱର ଆସି ଏସଆଇଟି ତଦନ୍ତ ଶିଥିଳ ହେଉଥିବା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ସେମାନେ ଦାବି କରିଛନ୍ତି।

ପାରଳା ପ୍ୟାଲେସ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଆଇଟି।  ସୁଇସାଇଡାଲ ନୋଟ୍‌ ଯାଞ୍ଚ କରିବା ସହ ତଦନ୍ତ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବୟାନ ରେକର୍ଡ କରାଯାଇଛି।

Related story