କୋରିୟର ପ୍ୟାକେଟ୍‌ ଖୋଲୁ ନାହାନ୍ତି ବର-କନ୍ୟା

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରେ ଏବେ କୋରିୟର ଫିୟର। ପାର୍ସଲକୁ ନେଇ ଲୋକ ଏକପ୍ରକାର ଭୟଭୀତ ଅଛନ୍ତି। ଏପରି ଆଶଙ୍କାରେ ଅଛନ୍ତି ବଲାଙ୍ଗିର ପ୍ୟାଲେସ ଲାଇନ ପଡାର ଅମୀୟ ରଂଜନ ବେଦବାଗ ଓ ଜ୍ୟୋତ୍ସ୍ନାମୟୀ। ଗତ ୨୪ ତାରିଖରେ ସରିଛି ବାହାଘର। ୨୫ ତାରିଖରେ ଥିଲା ରିସେପସନ। କିନ୍ତୁ ୨୩ ତାରିଖରେ ପାର୍ସଲ ବୋମା ବିସ୍ପୋରଣ ଯୋଗୁଁ, ଭୟରେ ଉଭୟ ବର-କନ୍ୟା। ଘରେ ଉପହାର ରହିଥିଲେ ମଧ୍ୟ ଖୋଲିବାକୁ ସାହାସ ପାଉନି। କାରଣ ପାଟଣାଗଡ଼ ପାର୍ସଲ ବିସ୍ଫୋରଣ ଘଟଣା ପରେ, ଏବେ ସବୁଠି ଭୟ ଓ ଆତଙ୍କ। ବ୍ୟବସାୟୀଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।</p>

Ordigital Desk
  • Published: Tuesday, 27 February 2018
  • Updated: 27 February 2018, 10:02 PM IST

Sports

Latest News

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରେ ଏବେ କୋରିୟର ଫିୟର। ପାର୍ସଲକୁ ନେଇ ଲୋକ ଏକପ୍ରକାର ଭୟଭୀତ ଅଛନ୍ତି। ଏପରି ଆଶଙ୍କାରେ ଅଛନ୍ତି ବଲାଙ୍ଗିର ପ୍ୟାଲେସ ଲାଇନ ପଡାର ଅମୀୟ ରଂଜନ ବେଦବାଗ ଓ ଜ୍ୟୋତ୍ସ୍ନାମୟୀ। ଗତ ୨୪ ତାରିଖରେ ସରିଛି ବାହାଘର। ୨୫ ତାରିଖରେ ଥିଲା ରିସେପସନ। କିନ୍ତୁ ୨୩ ତାରିଖରେ ପାର୍ସଲ ବୋମା ବିସ୍ପୋରଣ ଯୋଗୁଁ, ଭୟରେ ଉଭୟ ବର-କନ୍ୟା। ଘରେ ଉପହାର ରହିଥିଲେ ମଧ୍ୟ ଖୋଲିବାକୁ ସାହାସ ପାଉନି। କାରଣ ପାଟଣାଗଡ଼ ପାର୍ସଲ ବିସ୍ଫୋରଣ ଘଟଣା ପରେ, ଏବେ ସବୁଠି ଭୟ ଓ ଆତଙ୍କ। ବ୍ୟବସାୟୀଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos