ପୋକରା ଚାଉଳରେ ମଧ୍ୟାହ୍ନ ଭୋଜନ, ସ୍କୁଲ ଗେଟ୍‌ରେ ତାଲା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ବଡ ନେଉଳି ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ। ଏହି ସ୍କୁଲରେ ପାଠ ପଢୁଥିବା ଓ ହଷ୍ଟେଲରେ ରହୁଥିବା ପିଲାଙ୍କ ମୌଳିକ ସମସ୍ୟା ସମାଧାନ ହେଉ ନ ଥିବା ନେଇ ବାରମ୍ବାର ଅଭିଯୋଗର ସମାଧାନ ଲାଗି କେହି ତତ୍ପରତା ପ୍ରକାଶ କରୁ ନାହାନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଭାବକମାନଙ୍କର […]

school-2-1-1

school-2-1-1

Niharika Rout
  • Published: Monday, 05 August 2019
  • Updated: 05 August 2019, 02:52 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ବଡ ନେଉଳି ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ। ଏହି ସ୍କୁଲରେ ପାଠ ପଢୁଥିବା ଓ ହଷ୍ଟେଲରେ ରହୁଥିବା ପିଲାଙ୍କ ମୌଳିକ ସମସ୍ୟା ସମାଧାନ ହେଉ ନ ଥିବା ନେଇ ବାରମ୍ବାର ଅଭିଯୋଗର ସମାଧାନ ଲାଗି କେହି ତତ୍ପରତା ପ୍ରକାଶ କରୁ ନାହାନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଅଭିଭାବକମାନଙ୍କର ଅଭିଯୋଗ ଅନୁଯାୟୀ, ସ୍କୁଲ ପରିଚାଳନା କମିଟି ଗଠନ କରିବାରେ ଚଞ୍ଚକତା କରାଯାଇଛି । ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ପୋକରା ଚାଉଳରେ ରୋଷେଇ କରାଯାଉଛି।

ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ଥିଲେ ମଧ୍ୟ ମଟର ଏବେ ଅଚଳ ହୋଇ ପଡ଼ିଛି। ତାହାର ମରାମତି କରାଯାଉ ନ ଥିବାରୁ ହଷ୍ଟେଲରେ ରହୁଥିବା ପିଲା ନିଜ ନିତ୍ୟକର୍ମ ସାରିବାକୁ ଅଧ କିଲୋମିଟର ଚାଲି ଚାଲି ଯାଉଛନ୍ତି। ଏପରି କି ପିଇବା ପାଣି ମଧ୍ୟ ସେମାନଙ୍କୁ ବାହାରୁ ଆଣିବାକୁ ପଡ଼ୁଛି।

ଏହି ସ୍କୁଲଟି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ବେଳେ ଏଠାରେ ୮୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢୁଛନ୍ତି।   ରାସ୍ତାର ଉଭୟ ପାର୍ଶ୍ୱରେ ସ୍କୁଲ କ୍ୟାମ୍ପସ୍‌  ଥିବାରୁ ପିଲାଙ୍କୁ ରାସ୍ତା ପାର ହୋଇ ମଧ୍ୟାହ୍ନ ଭୋଜନ କରିବାକୁ  ଯିବାକୁ ପଡ଼ୁଛି। ଏପରି ସ୍ଥିତିରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏନେଇ ଡିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିବା ସହ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story