ମୃତ୍ୟୁ ପୂର୍ବରୁ ପରୀ ଗାଇଥିବା ଗୀତ ଭାଇରାଲ ହେଲା, ମା କହିଲେ...

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ଅପହରରଣ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସ୍ୱରରେ ସମସ୍ତେ ପରୀ ପାଇଁ ନ୍ୟାୟ ଦାବି କରି ବିକ୍ଷୋଭ ଆନ୍ଦୋଳନ କରୁଛନ୍ତି। ଏମିତି କି ଦେଶ ବାହାରୁ ମଧ୍ୟ ପରୀ ପାଇଁ ସ୍ୱର ତେଜିବାରେ ଲାଗିଛି। ତେବେ ଏହାରି ଭିତରେ ଏକ ପରୀର ପ୍ରତିଭାକୁ ନେଇ ଏକ ଭିଡିଓ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି। ପରୀ ଜାତୀୟ ସଙ୍ଗୀତ ଜନଗଣ ମନ ଗାଉଥିବାର […]

Pari's-Mother

Pari's-Mother

Tapas Behera
  • Published: Wednesday, 02 December 2020
  • Updated: 02 December 2020, 04:33 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ଅପହରରଣ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସ୍ୱରରେ ସମସ୍ତେ ପରୀ ପାଇଁ ନ୍ୟାୟ ଦାବି କରି ବିକ୍ଷୋଭ ଆନ୍ଦୋଳନ କରୁଛନ୍ତି। ଏମିତି କି ଦେଶ ବାହାରୁ ମଧ୍ୟ ପରୀ ପାଇଁ ସ୍ୱର ତେଜିବାରେ ଲାଗିଛି। ତେବେ ଏହାରି ଭିତରେ ଏକ ପରୀର ପ୍ରତିଭାକୁ ନେଇ ଏକ ଭିଡିଓ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି। ପରୀ ଜାତୀୟ ସଙ୍ଗୀତ ଜନଗଣ ମନ ଗାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ବେଶ ପ୍ରାଞ୍ଜଳ ଭାବେ ଏହହି ଗୀତଟି ଶ୍ରୁତି ମଧୁର ମଧ୍ୟ ଲାଗୁଛି। ପରୀଙ୍କ ମା କହିବା ଅନୁଯାୟୀ କୁନି ବୟସରୁ ବେଶ ପ୍ରତିଭା ସମ୍ପନ୍ନ ଥିଲା ପରୀ। ସ୍କୁଲରେ ଭଲ ପାଠ ପଢ଼ୁଥିବା ବେଳେ ପରୀର ଗୀତ ପ୍ରତି ବେଶ ଦୁର୍ବଳତା ଥିଲା। ପରୀର ମାଙ୍କ କହିବା ଅନୁଯାୟୀ, ପରୀ ଗୀତ ଗାଇ ନିଜେ ମୋବାଇଲରେ ଭିଡିଓ ରେକଡ଼ିଂ କରିଦିଏ। ହେଲେ ତା ମୃତ୍ୟୁ ପରେ ସେ ସବୁ ଭିଡିଓକୁ ମୁଁ ଡିଲିଟ୍‌ କରିଦେଇ ଥିଲି।

ମୋ ଆଶା ଟିକକ ଚାଲିଗଲା ପରେ ଆଉ ଏ ସବୁ ଭିଡିଓକୁ ଦେଖି ଲାଭ କଣ ଭାବି ମୁଁ ତାର ଅନେକ ଭିଡିଓ ଡିଲିଟ୍‌ କରିଦେଇଥିଲି। ହେଲେ କେମିତି ତାର ଏହି ଭିଡିଓଟି ରହିଯାଇଛି ବୋଲି ସେ କହିଛନ୍ତି। ଜାନୁଆରୀ ୨୬ରେ ପରୀ ଏହି ଗୀତଟି ଗାଈ ଥିବା ତାଙ୍କ ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story