ଆମକୁ ଧମକଚମକ ଦେଉଛନ୍ତି ଆଇଆଇସି ମାଡାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯାହାଙ୍କୁ ନ୍ୟାୟ ଦରକାର ସିଏ ନିର୍ଯାତନାର ଶିକାର ହେଉଛି। ଯିଏ ନିଜର ଏକ ମାତ୍ର ଅଳିଅଳି ଝିଅକୁ ହରାଇ ମର୍ମାହତ ସିଏ ସାଂଘାତିକ ଆକ୍ରୋଶର ଶିକାର ହେଉଛି। ମାଡ଼ଗାଳିଠାରୁ ଆରମ୍ଭ କରି ଯାବତୀୟ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ପରୀର ମା । ନୟାଗଡ଼ ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ପରୀର ମା ସୌଦାମିନୀ କ୍ଷୋଭ ପ୍ରକାଶ କରିଛନ୍ତି। ତଦନ୍ତ ଆଳରେ ପୁଲିସ କେବେ ଉଠାଇ ନେଇଛି […]

879

879

Tapas Behera
  • Published: Wednesday, 09 December 2020
  • Updated: 09 December 2020, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯାହାଙ୍କୁ ନ୍ୟାୟ ଦରକାର ସିଏ ନିର୍ଯାତନାର ଶିକାର ହେଉଛି। ଯିଏ ନିଜର ଏକ ମାତ୍ର ଅଳିଅଳି ଝିଅକୁ ହରାଇ ମର୍ମାହତ ସିଏ ସାଂଘାତିକ ଆକ୍ରୋଶର ଶିକାର ହେଉଛି। ମାଡ଼ଗାଳିଠାରୁ ଆରମ୍ଭ କରି ଯାବତୀୟ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ପରୀର ମା । ନୟାଗଡ଼ ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ପରୀର ମା ସୌଦାମିନୀ କ୍ଷୋଭ ପ୍ରକାଶ କରିଛନ୍ତି। ତଦନ୍ତ ଆଳରେ ପୁଲିସ କେବେ ଉଠାଇ ନେଇଛି ତ ଆଉ କେବେ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ସୌଦାମିନୀ। ନୟାଗଡ଼ ଆଇଆଇସି ତାଙ୍କୁ କେବେ ଉଠାଇ ନେଇ ତୁମେ ମାରିଛ, ତୁମେ ଲୁଚାଇଛି  ଏମିତି ଅକଥନୀୟ ନିର୍ଯାତନା ଦେଉଥିବା କହିଛନ୍ତି। ଏମିତିକି ଆଇଆଇସି ମାଡାମ ମୋ ଉପରେ ହାତ ବି ଉଠାଇଛନ୍ତି ବୋଲି ସେ ଅଭିଯୋଗ କରିଚନ୍ତି।

ଏମିତିକି ଆମକୁ ଗୁଣ୍ଡାଙ୍ଗ ଭଳି ବ୍ୟବହାର କରିଛନ୍ତି। ଅଥଚ ପରୀକୁ ନ୍ୟାୟ ତ ଦୂରର କଥା, ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାହିଁକି କାଯର୍ୟାନୁଷ୍ଠାନ ନିଆଯାଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ସେ । ସୌଦାମିନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପାଇଁ ନୟାଗଡ଼ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇପାରିନି ।

ସେପଟେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି ଆଜି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଉଭୟେ ହାଜର ହୋଇ ଜବାବ ରଖିଛନ୍ତି ଅପରପକ୍ଷେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଏବେ ଏସ୍ଆଇଟି ସ୍କାନରରେ। ପରୀ ଅପହରଣ ଓ ହତ୍ୟା ସମ୍ପର୍କରେ ତାଙ୍କ ପାଖରେ କଣ ତଥ୍ୟ ରହିଛି, ତାହା ଜାଣିବାକୁ ଚାହିଁଛି ଏସ୍ଆଇଟି।  ଏଥିପାଇଁ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ସୌମ୍ୟରଂଜନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story