ଲକ୍ଷାଧିକ ଟଙ୍କାର ବାଣ ସହ ମଦ ଜବତ, ଦୋକାନୀ ଗିରଫ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ୍‌ ଗାଁର ଏକ ଚେଜରାତି ଦୋକାନରୁ ଆଜି ବିପୁଳ ପରିମାଣର ବାଣ ଓ ମଦ ଜବତ କରିଛି ପୁଲିସ। ଏଥିରେ ତେଜରାତି ଦୋକାନୀକୁ ଗିରଫ କରିଛି ପରଜଙ୍ଗ ପୁଲିସ। ଗିରଫ ଅଭିଯୁକ୍ତ ହେଲେ ରୋଡ୍‌ ଗାଁର ସଂଗ୍ରାମ ସାହୁ। ସେ ରୋଡ୍‌ ପଞ୍ଚାୟତ ସରପଞ୍ଚଙ୍କ ପୁଅ ହୋଇଥିବା ପୁଲିସ ସୂତ୍ରରୁ ଖବର ଜଣାପଡ଼ିଛି। ସୂଚନା ଅନୁଯାୟୀ, ସଂଗ୍ରାମ ତାଙ୍କ ଦୋକାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ […]

cracker

cracker

Manoranjan Sial
  • Published: Tuesday, 10 November 2020
  • Updated: 10 November 2020, 06:28 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ୍‌ ଗାଁର ଏକ ଚେଜରାତି ଦୋକାନରୁ ଆଜି ବିପୁଳ ପରିମାଣର ବାଣ ଓ ମଦ ଜବତ କରିଛି ପୁଲିସ। ଏଥିରେ ତେଜରାତି ଦୋକାନୀକୁ ଗିରଫ କରିଛି ପରଜଙ୍ଗ ପୁଲିସ। ଗିରଫ ଅଭିଯୁକ୍ତ ହେଲେ ରୋଡ୍‌ ଗାଁର ସଂଗ୍ରାମ ସାହୁ। ସେ ରୋଡ୍‌ ପଞ୍ଚାୟତ ସରପଞ୍ଚଙ୍କ ପୁଅ ହୋଇଥିବା ପୁଲିସ ସୂତ୍ରରୁ ଖବର ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସଂଗ୍ରାମ ତାଙ୍କ ଦୋକାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ଏ ସମ୍ପର୍କରେ ଖବର ପାଇ ପରଜଙ୍ଗ ଥାନା ପୁଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ୩୯ଟି ବିଦେଶୀ ମଦ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story