ପିସିସି ସଭାପତିଙ୍କ ବାଟ ଓଗାଳିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ଉଦଳା (ମାନସ ପାଣି): କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଛି। ଆଜି କଂଗ୍ରେସ ମୁଖିଆ ଜନ ଜାଗରଣ ଯାତ୍ରାରେ ଯାଉଥିବା ବେଳେ ବାଟ ଓଗାଳିଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ। ବୁଝାସୁଝା ପରେ ସେମାନେ ତାଙ୍କୁ ଛାଡ଼ିଥିବା ଜଣାପଡ଼ିଛି। ପୂରା ଘଟଣାଟି ଏମିତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କପ୍ତିପଦା ବ୍ଲକ ନୂଆସାହିରେ ଆୟୋଜିତ ଜନ ଜାଗରଣ ଯାତ୍ରାରେ ଯୋଗଦେବା ପାଇଁ ଯାଉଥିଲେ। ତେବେ ଝରଣା ଘାଟିଠାରେ କେତେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ତାଙ୍କୁ ଅଟକାଇ ଥିଲେ। ସବୁ […]

niranjan

niranjan

Manoranjan Sial
  • Published: Wednesday, 14 November 2018
  • Updated: 14 November 2018, 07:02 PM IST

Sports

Latest News

ଉଦଳା (ମାନସ ପାଣି): କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଛି। ଆଜି କଂଗ୍ରେସ ମୁଖିଆ ଜନ ଜାଗରଣ ଯାତ୍ରାରେ ଯାଉଥିବା ବେଳେ ବାଟ ଓଗାଳିଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ। ବୁଝାସୁଝା ପରେ ସେମାନେ ତାଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କପ୍ତିପଦା ବ୍ଲକ ନୂଆସାହିରେ ଆୟୋଜିତ ଜନ ଜାଗରଣ ଯାତ୍ରାରେ ଯୋଗଦେବା ପାଇଁ ଯାଉଥିଲେ। ତେବେ ଝରଣା ଘାଟିଠାରେ କେତେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ତାଙ୍କୁ ଅଟକାଇ ଥିଲେ। ସବୁ କାମରେ ସ୍ଥାନୀୟ କର୍ମୀଙ୍କୁ ଅଣଦେଖା କରାଯାଉଥିବାରୁ ଦଳ ସୁଦୃଢ଼ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏପରିକି ୭ ଦଫା ସମ୍ୱଳିତ ଏକ ଦାବିପତ୍ର ପିସିସି ସଭାପତିଙ୍କୁ ଦେଇଥିଲେ। ବୁଝାସୁଝା ପରେ ୭ ଦିନ ଭିତରେ ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ସେଠାରେ ଏକ ପଥପ୍ରାନ୍ତ ସଭା କରିଥିଲେ ନିରଞ୍ଜନ ପଟ୍ଟନାୟକ। ଝରଣା ଘାଟିରେ ସଭା ସରିବାପରେ ଶ୍ରୀ ପଟ୍ଟନାୟକ ନୂଆସାହିରେ ଆୟୋଜିତ ଜନଜାଗରଣ ଯାତ୍ରାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story