ପଶ୍ଚିମ ଓଡ଼ିଶା ସିଝୁଛି; ଟିଟିଲାଗଡ଼ରେ ସର୍ବାଧିକ ୪୭ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ୧୨ଟି ସହରରେ ତପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଟିଟିଲାଗଡର ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ଗତକାଲି ଏଠାରେ ତାପମାତ୍ରା ୪୭.୬ ଡିଗ୍ରୀ ରହିଥିବା ବେଳେ ଆଜି ୦.୬ଡିଗ୍ରୀ କମ୍ ରହିଥିଲା। ଏହା ତଳକୁ ଅଧିକ ଉତ୍ତପ୍ତ ଥିଲା ଭବାନୀପାଟଣା ସହର। ଏଠାରେ ଆଜି ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ […]

summer

summer

Rakesh Mallick
  • Published: Wednesday, 27 May 2015
  • Updated: 28 May 2015, 03:21 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ୧୨ଟି ସହରରେ ତପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଟିଟିଲାଗଡର ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ଗତକାଲି ଏଠାରେ ତାପମାତ୍ରା ୪୭.୬ ଡିଗ୍ରୀ ରହିଥିବା ବେଳେ ଆଜି ୦.୬ଡିଗ୍ରୀ କମ୍ ରହିଥିଲା। ଏହା ତଳକୁ ଅଧିକ ଉତ୍ତପ୍ତ ଥିଲା ଭବାନୀପାଟଣା ସହର। ଏଠାରେ ଆଜି ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୪.୮, ସମ୍ୱଲପୁରରେ ୪୪.୬, ହୀରାକୁଦରେ ୪୩.୫, ଝାରସୁଗୁଡାରେ ୪୩.୦, ଅନୁଗୋଳରେ ୪୧.୧ ଓ ମାଲକାନଗିରିରେ ୪୨.୬ ଡିଗ୍ରୀ ରହିଥିଲା।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରେ ଆଜି ଲଗାତାର ଦ୍ୱିତୀୟ ଦିନପାଇଁ ତାପମାତ୍ରା ୪୦ ତଳକୁ ରହିଥିଲା। ଗତକାଲି ଏଠାରେ ତାପମାତ୍ରା ୩୯.୮ ଥିଲା ବେଳେ ଆଜି ଆଉ ଟିକେ ତଳକୁ ଖସି ୩୮.୯ରେ ପହଞ୍ଚିଥିଲା। କଟକରେ ତାପମାତ୍ରା ୩୬ ଥିଲା।
ପୁରୀରେ ତାପମାତ୍ରା ୩୩.୮ ରହିଥିବା ବେଳେ ଦାରିଙ୍ଗବାଡିରେ ୩୫, ଗୋପାଳପୁରେ ୩୪, ଚାନ୍ଦବାଲିରେ ୩୮.୨, ବାଲେଶ୍ୱରେ ୩୫.୨, ପାରାଦ୍ୱୀପରେ ୩୫, କେନ୍ଦୁଝରରେ ୩୯.୪ ଓ ଢେଙ୍କାନାଳରେ ୩୬.୬ ଡିଗ୍ରୀ ତାପମାତ୍ରା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story