ପଶ୍ଚିମ ଓଡ଼ିଶାରେ ତାତି ଟିକେ କମିଲା

ଭୁବନେଶ୍ୱର: ଉପକୂଳ ପରେ ପଶ୍ଚିମ ଓଡ଼ିଶାରେ ବଢ଼ି ବଢ଼ି ଚାଲିଥିବା ପାରଦରେ ରବିବାର ଲାଗିଛି ଟିକେ ବ୍ରେକ୍। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହିତ ତାତି ସାମାନ୍ୟ କମି ଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଆଜି ସାମାନ୍ୟ ବର୍ଷା ହୋଇଥିଲା। ସେହିପରି ଝାରସୁଗୁଡ଼ାରେ ବି ହୋଇଥିଲା ବର୍ଷା। ତଥାପି ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ପଶ୍ଚିମ ଓଡ଼ିଶାର ସୋନପୁର। ଏଠାରେ […]

heatwave

heatwave

Rakesh Mallick
  • Published: Sunday, 31 May 2015
  • Updated: 01 June 2015, 09:41 AM IST

Sports

Latest News

ଭୁବନେଶ୍ୱର: ଉପକୂଳ ପରେ ପଶ୍ଚିମ ଓଡ଼ିଶାରେ ବଢ଼ି ବଢ଼ି ଚାଲିଥିବା ପାରଦରେ ରବିବାର ଲାଗିଛି ଟିକେ ବ୍ରେକ୍। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହିତ ତାତି ସାମାନ୍ୟ କମି ଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଆଜି ସାମାନ୍ୟ ବର୍ଷା ହୋଇଥିଲା। ସେହିପରି ଝାରସୁଗୁଡ଼ାରେ ବି ହୋଇଥିଲା ବର୍ଷା। ତଥାପି ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ପଶ୍ଚିମ ଓଡ଼ିଶାର ସୋନପୁର। ଏଠାରେ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ତଳକୁ ରହିଥିଲା ବଲାଙ୍ଗୀର ଓ ଟିଟିଲାଗଡ଼। ଏ ଦୁଇ ସହରରେ ତାପମାତ୍ର ୪୩ ଡିଗ୍ରୀ ରହିଥିଲା। ସେହିପରି ଝାରସୁଗୁଡ଼ାରେ ତାପାମତ୍ରା ୪୧ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୨.୯, ସୁନ୍ଦରଗଡ଼ରେ ୪୨.୫ ଓ ହୀରାକୁଦରେ ୪୨.୧ ଡିଗ୍ରୀ ତାପମାତ୍ରା ରହିଥିଲା।  ଅନୁଗୁଳରେ ତାପମାତ୍ରା ୪୧.୪ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା।

ଭୁବନେଶ୍ୱରର ତାପାମତ୍ରା ୩୯.୬ ଓ କଟକରେ ୩୬.୪ ଡିଗ୍ରୀ ରହିଥିଲା।

ଫୁଲବାଣୀରେ ଆଜି ତାପମାତ୍ରା ୩୯ ଡିଗ୍ରୀ ରହିଥିବା ବେଳେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲା। ଜିଲ୍ଲାର ଖଜୁରୀପଡ଼ା ରାଇଖୋଲ ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story