ଖୁବ୍‌ ଶୀଘ୍ର ଏହି ରେଳଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳଲାଇନରେ ଚାଲିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟରେ ମାଲବାହୀ ଟ୍ରେନ ଚାଲିବ। ତେବେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ଚାଲିବ ପାସେଞ୍ଜର ଟ୍ରେନ। ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏ ନେଇ ସୂଚନା ଦେଇଛନ୍ତି।

train

Tapaswini Nayak
  • Published: Wednesday, 12 August 2020
  • , Updated: 12 August 2020, 09:00 AM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳଲାଇନରେ ଚାଲିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟରେ ମାଲବାହୀ ଟ୍ରେନ ଚାଲିବ। ତେବେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ଚାଲିବ ପାସେଞ୍ଜର ଟ୍ରେନ।

ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏ ନେଇ ସୂଚନା ଦେଇଛନ୍ତି।

Related story