ଧୋକ୍କା ଦେଲା କାର୍‌: ଧରାପଡ଼ି ବହେ ଖାଇଲେ, ଆଇଆଇସି ବି ବାଦ ପଡ଼ିଲେନି

କୋରାପୁଟ (ଚିତ୍ତରଞ୍ଜନ ଚୌଧୁରୀ): ପିଲା ଚୋର ଭୁତ ଏବେ ସମଗ୍ର ଓଡ଼ିଶାରେ ମାତିଲାଣି। ଯେଉଁଠି ଯାହାକୁ ପାଇଲେ ତାକୁ ପିଲା ଚୋର ଭାବି ଗୋଡ଼ାଇଲେ ଓ ଧରାପଡ଼ି ବହେ ଖାଇଲେ। ଉଦ୍ଧାର କରିବାକୁ ଯାଉଥିବା ପୋଲିସ ବି ବାଡ଼ ପଡ଼ିଲେନି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆଜି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ଘଟିଛି। ଆଜି ସନ୍ଧ୍ୟା ବେଳେ ଝାଡ଼ଖଣ୍ଡରୁ ଏକ ଟାଟା ସୋମ ଗାଡ଼ି ଆସୁଥିଲା। ଏହି ଗାଡ଼ିରେ […]

child therf

child therf

Rakesh Mallick
  • Published: Monday, 28 May 2018
  • Updated: 28 May 2018, 10:50 PM IST

Sports

Latest News

କୋରାପୁଟ (ଚିତ୍ତରଞ୍ଜନ ଚୌଧୁରୀ): ପିଲା ଚୋର ଭୁତ ଏବେ ସମଗ୍ର ଓଡ଼ିଶାରେ ମାତିଲାଣି। ଯେଉଁଠି ଯାହାକୁ ପାଇଲେ ତାକୁ ପିଲା ଚୋର ଭାବି ଗୋଡ଼ାଇଲେ ଓ ଧରାପଡ଼ି ବହେ ଖାଇଲେ। ଉଦ୍ଧାର କରିବାକୁ ଯାଉଥିବା ପୋଲିସ ବି ବାଡ଼ ପଡ଼ିଲେନି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆଜି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ଘଟିଛି।

ଆଜି ସନ୍ଧ୍ୟା ବେଳେ ଝାଡ଼ଖଣ୍ଡରୁ ଏକ ଟାଟା ସୋମ ଗାଡ଼ି ଆସୁଥିଲା। ଏହି ଗାଡ଼ିରେ ପିଲା ଚୋର ଆସୁଥିବା ସନ୍ଦେହ କରି ଗାଁ ଲୋକେ ପଟ୍ଟାଙ୍ଗୀ ବ୍ଲକ ପୁକାଲିଠାରେ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଡ଼ିଟି ନଅଟକି ପଳାଇ ଆସିଥିଲା। ଏହା ପରେ ଗାଁ ଲୋକେ ଗାଡ଼ିକୁ ପିଛା କରିଥିଲେ। ପଟ୍ଟାଙ୍ଗୀ ବଜାର ଅତିକ୍ରମ କଲା ପରେ ହନୁମାନ ମନ୍ଦିର ନିକଟରେ ହଠାତ ଗାଡ଼ିର ଷ୍ଟାଟ୍‌ ବନ୍ଦ ହୋଇଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ଜଣେ ଲୋକ ଦୌଡ଼ି ପଳାଇ ଯାଇଥିଲେ। ଅନ୍ୟ ୨ ଜଣଙ୍କୁ ଗାଁ ଲୋକେ ବାକୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ପଟ୍ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ। ପଟ୍ଟାଙ୍ଗୀ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପରେ ପୋଲିସ ଭିଡ଼ ଭିତରୁ ଅଟକ ଥିବା ୨ ଜଣଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story