ପଟିଆ ଗୁଳିକାଣ୍ଡ ଘଟଣା: ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ୱର: ପଟିଆ ଶ୍ରୀବିହାର ଜେଜିଏମ ଗୁଳିକାଣ୍ଡ ଘଟଣାରେ କମିଶନରେଟ ପୋଲିସ ୨ଜଣଙ୍କୁ ଗୁରୁବାର ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ପୋଲିସ ମଙ୍ଗଳବାର ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଗୁଳିକାଣ୍ଡରେ ଦୁର୍ବୃତ୍ତମାନଙ୍କୁ ଭଡାରେ ଅଣାଯାଇ ନିୟୋଜିତ କରାଯାଇଥାଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଘଟଣା ପଛରେ ଟଙ୍କା କାରବାର ହୋଇଛି କି ନାହିଁ ତାହାର ତଦନ୍ତ […]

bus

bus

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 05:44 AM IST

Sports

Latest News

ଭୁବନେଶ୍ୱର: ପଟିଆ ଶ୍ରୀବିହାର ଜେଜିଏମ ଗୁଳିକାଣ୍ଡ ଘଟଣାରେ କମିଶନରେଟ ପୋଲିସ ୨ଜଣଙ୍କୁ ଗୁରୁବାର ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ପୋଲିସ ମଙ୍ଗଳବାର ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଗୁଳିକାଣ୍ଡରେ ଦୁର୍ବୃତ୍ତମାନଙ୍କୁ ଭଡାରେ ଅଣାଯାଇ ନିୟୋଜିତ କରାଯାଇଥାଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଘଟଣା ପଛରେ ଟଙ୍କା କାରବାର ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story